ଭଡ଼କିଲେ ମହାଭାରତର ଦୁର୍ଯ୍ୟୋଧନ ! ନସିରୁଦ୍ଦିନ ଶାହାଙ୍କୁ କଡ଼ା ଜବାବ ଦେଲେ ପୁନୀତ ଇସାର
ବଲିଉଡରେ ପୁଣି ଆରମ୍ଭ ହେଲା ନୂଆ ବିବାଦ। ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହାଙ୍କ ସରକାର ବିରୋଧୀ ବୟାନ ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ମହାଭାରତର ଦୁର୍ଯ୍ୟୋଧନ ଭାବେ ଜଣାଶୁଣା ଅଭିନେତା ପୁନୀତ ଇସାର।
ପୁନୀତ ଇସାର କଣ କହିଲେ?
ଏକ ସାକ୍ଷାତକାରରେ ପୁନୀତ ଇସାର କହିଛନ୍ତି, "ଯଦି ସରକାର ପସନ୍ଦ ନାହିଁ ତେବେ ନିର୍ବାଚନ ଲଢ଼ି ଜିତନ୍ତୁ। ଦେଶର ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ଉପରେ ଚୁପ୍ ରହି କେବଳ ସରକାରଙ୍କୁ ସମାଲୋଚନା କରିବା ଠିକ୍ ନୁହେଁ। ଆପଣ ଦେଶର ମୁଦ୍ଦା ଉପରେ ଗୁଙ୍ଗା ହୋଇ ରହୁଛନ୍ତି।"
ନସିରୁଦ୍ଦିନ ଶାହା କଣ କହିଥିଲେ?
ନସିରୁଦ୍ଦିନ ଶାହା ନିକଟରେ ସରକାରଙ୍କୁ ଟାର୍ଗେଟ କରି କିଛି ବୟାନ ଦେଇଥିଲେ, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି।
ଏହି ବିବାଦ ଉପରେ ସୋସିଆଲ ମିଡିଆ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। କିଏ ପୁନୀତ ଇସାରଙ୍କୁ ସମର୍ଥନ କରୁଛି ତ ଆଉ କିଏ ନସିରୁଦ୍ଦିନ ଶାହାଙ୍କୁ।
ଆପଣଙ୍କ ମତ କଣ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।
ଏଭଳି ନୂଆ ନୂଆ ଅପଡେଟ ପାଇଁ PN Fast News ସହ ଜଡ଼ି ରୁହନ୍ତୁ।
Video ଦେଖିବା ପାଇଁ ଏଠି କ୍ଲିକ୍ କରନ୍ତୁ: https://youtube.com/shorts/hRA_g5zcVAQ?si=20MmCMw9hFyeRe7K
Comments
Post a Comment