Posts

Showing posts from October, 2026

ଆଜିର ରାଶିଫଳ ୧ ନଭେମ୍ବର ୨୦୨୬: ମେଷ ଠାରୁ ମୀନ ଯାଏଁ ଜାଣନ୍ତୁ ଆପଣଙ୍କ ଭାଗ୍ୟ

Image
ଆଜି ରବିବାର, ନଭେମ୍ବର ୧ ତାରିଖ ୨୦୨୬। ଆଜିର ଦିନଟି ୧୨ ରାଶି ପାଇଁ କିପରି କଟିବ ଆସନ୍ତୁ ଜାଣିବା। PN Fast News ତରଫରୁ ନିର୍ଭୁଲ ରାଶିଫଳ। *ମେଷ:* କାର୍ଯ୍ୟକ୍ଷେତ୍ରରେ ଚ୍ୟାଲେଞ୍ଜ, ମନରେ ଅସ୍ଥିରତା। ଧୈର୍ଯ୍ୟ ରଖନ୍ତୁ। *ବୃଷ:* ଅନୁକୂଳ ଦିନ, ସଫଳତା ଓ ଖୁସି। ଆର୍ଥିକ ସ୍ଥିତି ମଜବୁତ। *ମିଥୁନ:* ବ୍ୟବସାୟରେ ସାଧାରଣତା, ଅନାବଶ୍ୟକ ଖର୍ଚ୍ଚ। ସ୍ୱାସ୍ଥ୍ୟ ଯତ୍ନ। *କର୍କଟ:* ପୁରୁଣା ଆଶା ପୂରଣ, ବନ୍ଧୁ ସହଯୋଗ। ମାନସିକ ଶାନ୍ତି। *ସିଂହ:* କାର୍ଯ୍ୟରେ ଓ ପରିଶ୍ରମ। ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ। *କନ୍ୟା:* ଭାଗ୍ୟର ସହଯୋଗ, ଅପେକ୍ଷିତ କାମ ସମ୍ପୂର୍ଣ୍ଣ। ଆର୍ଥିକ ଲାଭ। *ତୁଳା:* ମିଶ୍ରଫଳ, ନିଜେର ପୂର୍ଣ୍ଣ ଯତ୍ନ କରନ୍ତୁ। *ବିଛା:* ବାମନ୍ତ୍ୟରେ ମଧୁରତା, ଭାଗିଦାରୀରେ ସଫଳତା। ସ୍ୱାସ୍ଥ୍ୟ ଭଲ। *ଧନୁ:* ଶତ୍ରୁଙ୍କଠାରୁ ସତର୍କ, ପରିଶ୍ରମ ଅନୁସାରେ ଫଳ। *ମକର:* ସୃଜନଶୀଳ ଆଗ୍ରହ, ପିଲାଙ୍କଠାରୁ ଶୁଭ ସମାଚାର। *କୁମ୍ଭ:* ପରିବାରରେ ସାମାନ୍ୟ ଅଶାନ୍ତି, ବୁଦ୍ଧିମତ୍ତାରେ ନିଷ୍ପତ୍ତି। *ମୀନ:* ଯାତ୍ରାରେ ସତର୍କତା, ଆର୍ଥିକ ସାଧାରଣତା। *Disclaimer:* ଏହି ରାଶିଫଳ ଜ୍ୟୋତିଷ ଗଣନା ଉପରେ ଆଧାରିତ।

Top Headlines Today 31 October 2026 - PM Modi Patel Jayanti, Cyclone Warning, Delhi Fire

Image
Same 6 points copy + YouTube Video embed. Tags: Top Headlines, PN Fast News, Breaking News

ତ୍ରିଶିକା ଙ୍କ ଲାଗି ଆସୁଥିବା ଡୋନେସନ କିଏ ନେଉଛି? ସତ ଜାଣିଲେ ଆଶ୍ଚର୍ଯ୍ୟ ହେବେ | Trishika Donation Truth

Image
ତ୍ରିଶିକା ଙ୍କ ଲାଗି ଆସୁଥିବା ଡୋନେସନ କିଏ ନେଉଛି? ପୁରା ସତ ଜାଣନ୍ତୁ * ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ତ୍ରିଶିକା ଙ୍କ କେସ୍ ବିଷୟରେ ଏକ ବଡ଼ ଅପଡେଟ୍ ଦେବାକୁ ଯାଉଛୁ। ଅନେକ ଲୋକ ତ୍ରିଶିକା ଙ୍କ ପାଇଁ ଡୋନେସନ ଦେଉଛନ୍ତି ଏବଂ ସାହାଯ୍ୟ କରୁଛନ୍ତି। ହେଲେ ଏବେ ପ୍ରଶ୍ନ ଉଠୁଛି ଯେ ଏହି ଡୋନେସନ ପ୍ରକୃତରେ କାହା ପାଖରେ ପହଞ୍ଚୁଛି? * ଭିଡିଓ ରେ କଣ ଅଛି? * ଏହି ଭିଡିଓ ରେ ଆମେ ପୁରା ତଥ୍ୟ ପ୍ରମାଣ ସହ ଆପଣଙ୍କୁ ଜଣାଇବୁ ଯେ ଡୋନେସନ କିଏ ନେଉଛି। ଦୟାକରି ଭିଡିଓ ଟି ସ୍କିପ୍ ନ କରି ପୁରା ଦେଖନ୍ତୁ। ଏହି ଖବର ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର, ତେଣୁ ନିଶ୍ଚୟ Like, Comment, Share କରନ୍ତୁ। * ପୁରା ଭିଡିଓ ଏଠାରେ ଦେଖନ୍ତୁ: * https://youtu.be/_2-rAlcjYzY?si=7kOWXSSKgz-ab32q

୧୨ ବର୍ଷା ପରେ ୩ ରାଶି ର ହେବ ପ୍ରବଳ ଧନ ଯୋଗ । ବୃହସ୍ପତି ଉଚ ରାଶି ରେ ଗୋଚର ୨୦୨୬ ।

Image
୧୨ ବର୍ଷ ପରେ ୩ ରାଶିଙ୍କର ହେବ ପ୍ରବଳ ଧନଯୋଗ! ଏଟା ଦେବଗୁରୁ ବୃହସ୍ପତିଙ୍କ ଗୋଚର ବିଷୟରେ। ଆସନ୍ତୁ ଜାଣିବା ଏହା ପଛର ରହସ୍ୟ କଣ? ୧୨ ବର୍ଷ ପରେ କଣ ହେଉଛି? ବୃହସ୍ପତି ଗୋଟେ ରାଶିରେ ୧ ବର୍ଷ ରହନ୍ତି, ପୁରା ୧୨ ରାଶି ବୁଲିବାକୁ ୧୨ ବର୍ଷ ଲାଗେ। ୨୦୨୬ ରେ ସେ ନିଜର ସବୁଠୁ ଶକ୍ତିଶାଳୀ ଉଚ୍ଚ ରାଶି କର୍କଟ ରେ ପ୍ରବେଶ କରୁଛନ୍ତି। ଏହି ଘଟଣା ୧୨ ବର୍ଷରେ ଥରେ ହୁଏ। ମହତ୍ୱପୂର୍ଣ୍ଣ ତାରିଖ: - ୨ ଜୁନ୍ ୨୦୨୬ - ମିଥୁନ ରୁ କର୍କଟ ରେ ପ୍ରବେଶ (ଉଚ୍ଚ ଅବସ୍ଥା) - ୩୧ ଅକ୍ଟୋବର ୨୦୨୬ - କର୍କଟ ରୁ ସିଂହ ରେ ପ୍ରବେଶ କେଉଁ ୩ ରାଶିର ଭାଗ୍ୟ ଚମକିବ? ଖବର ଅନୁସାରେ ସବୁଠୁ ବେଶୀ ଲାଭ ପାଇବେ ବୃଷ, ମିଥୁନ ଏବଂ ସିଂହ ରାଶି - ୧. ବୃଷ ରାଶି : ଅର୍ଥ ସମସ୍ୟା ଦୂର ହେବ, ସ୍ୱାସ୍ଥ୍ୟ ଭଲ ରହିବ, ପିଲାଙ୍କ ପାଇଁ ଚିନ୍ତା କମିବ, ବିଦେଶରୁ ଧନ ଲାଭ ହେବ। ୨. ମିଥୁନ ରାଶି : ଗଜକେଶରୀ ଯୋଗ ବନୁଛି। ଭାଗ୍ୟ ବଢ଼ିବ, ଆୟ ବଢ଼ିବ, ଚାକିରୀରେ ସଫଳତା ମିଳିବ। ୩. ସିଂହ ରାଶି : ନୂଆ ଲୋକଙ୍କ ସହ ଯୋଗାଯୋଗ ବଢ଼ିବ, ବ୍ୟବସାୟ ଏବଂ ବ୍ୟକ୍ତିଗତ ଜୀବନରେ ଉନ୍ନତି ହେବ। ଏହା ୧୨ ବର୍ଷ ପାଇଁ ଏକ ନୂଆ ଚକ୍ର ଆରମ୍ଭ କରିବ। ଏହା ଛଡ଼ା କର୍କଟ, ବିଛା, ମୀନ ରାଶି ପାଇଁ ମଧ୍ୟ ଏହା ସୁବର୍ଣ୍ଣ ସମୟ। କଣ କରିବେ? ପ୍ରତି ଗୁରୁବାର ଦିନ "ଓଁ ବୃହସ୍ପତୟେ ନମଃ" ମନ୍ତ୍ର ଜପ କରନ୍ତୁ ଏବଂ ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ।

ବୃହ୍ପତିଙ୍କ ସିଂହ ରାଶି କୁ ଚଳନ ୨୦୨୬ ସମସ୍ତ ୧୨ ରାଶି ଉପରେ ପ୍ରଭାବ ଜାଣନ୍ତୁ । Jupiter Transit Efect

Image
ଜ୍ୟୋତିଷ ବିଶେଷ: ବୃହସ୍ପତିଙ୍କ ସିଂହ ରାଶି ଚଳନ - ଫଳାଫଳ ଏବଂ ପ୍ରଭାବ ଗୁରୁଙ୍କ ବୃଷଭ ରୁ ସିଂହ କୁ ପ୍ରବେଶ। ଏହା ଦ୍ୱାରା ସମସ୍ତ ୧୨ ରାଶି ଉପରେ ବଡ ପରିବର୍ତ୍ତନ ଆସିବ। ଶୁଭ ଫଳ ରହିବ: ମେଷ, କର୍କଟ, ସିଂହ, ତୁଳା, ଧନୁ, କୁମ୍ଭ ସତର୍କ / ପ୍ରତିକୂଳ ଫଳ ରହିବ: ବୃଷ, ମିଥୁନ, କନ୍ୟା, ବିଛା, ମକର, ମୀନ ପ୍ରତିକାର: ପ୍ରତି ଗୁରୁବାର ଭଗବାନ ବିଷ୍ଣୁ କିମ୍ବା ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରନ୍ତୁ। Disclaimer: ଏହା ଏକ ସାଧାରଣ ଗଣନା। ବ୍ୟକ୍ତିଗତ କୁଣ୍ଡଳୀ ଉପରେ ନିର୍ଭର କରେ। Prasanna Nana

ଆଜିର ରାଶଫଳ ଶନିବାର ୩୧ ଅକ୍ଟୋବର ୨୦୨୬ । Daily Horoscope in odia । PN FAST NEWS

Image
ଆଜିର ରାଶିଫଳ, ଶନିବାର ୩୧ ଅକ୍ଟୋବର ୨୦୨୬ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ - ସମସ୍ତ ୧୨ ରାଶିର ଦୈନିକ ସଂକ୍ଷୁରଣ ଏହି Poster ରେ ଦେଖନ୍ତୁ। Prasanna Nana | PN Fast News

ଯିଏ ଅହଂକାର ରହିତ ହୋଇ ରହେ, ସେ ହିଁ ଈଶ୍ୱରଙ୍କର ପ୍ରିୟ - ଜୟ ଶ୍ରୀ କୃଷ୍ଣ | Prasanna Nana PN Fast News

Image
ଜୟ ଶ୍ରୀ କୃଷ୍ଣ 🙏 ଯିଏ ଜୀବ ସହିତ ଶତ୍ରୁତା କରେ ନାହିଁ, ସମସ୍ତଙ୍କ ପ୍ରତି ମୈତ୍ରୀ ଓ ଦୟା ଭାବ ରଖେ ଏବଂ ଅହଂକାର ରହିତ ହୋଇ ରହେ, ସେ ହିଁ ଈଶ୍ୱରଙ୍କର ପ୍ରିୟ। ଏହା ହିଁ ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ। ଆସନ୍ତୁ ଆମେ ସମସ୍ତେ ଏହି ମାର୍ଗରେ ଚାଲିବା। Prasanna nana | PN Fast News Bhubaneswar, Odisha

ଶୁଭ ଶନିବାର! ଜୟ ଶନିଦେବ! ଜୀବନରେ ଶାନ୍ତି ଓ ସମୃଦ୍ଧି ପାଇଁ ଶନିଦେବଙ୍କ ଆଶୀର୍ବାଦ | PN Fast News

Image

ଶୁଭ ଶନିବାର! ଜୟ ଶନିଦେବ!

ଆପଣଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଏବଂ ଖୁସହାଲି ବଜାୟ ରହୁ। PN Fast News ତରଫରୁ ଶୁଭ ଶନିବାରର ହାର୍ଦ୍ଦିକ ଶୁଭେଚ୍ଛା।

ଶୁଭ ସକାଳ! ଆପଣଙ୍କ ଆଜିର ଦିନଟି ଛୋଟ ଛୋଟ ଖୁସିରେ ସୁବର୍ଣ୍ଣମୟ ହୋଇଯାଉ | Good Morning Odisha - PN Fast News

Image

ଶୁଭ ସକାଳ! ଆପଣଙ୍କ ଆଜିର ଦିନଟି ଛୋଟ ଛୋଟ ଖୁସିରେ ସୁବର୍ଣ୍ଣମୟ ହୋଇଯାଉ!

ଜୟ ଜଗନ୍ନାଥ! 🙏

ପ୍ରିୟ ଦର୍ଶକ ବନ୍ଧୁ, ଆଜିର ସକାଳଟି ଆପଣଙ୍କ ପାଇଁ ନୂଆ ଆଶା ଓ ନୂଆ ଖୁସି ନେଇ ଆସୁ।

PN Fast News ତରଫରୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭ ସକାଳର ଶୁଭେଚ୍ଛା।

ଆପଣଙ୍କ ଆଜିର ଦିନଟି ଛୋଟ ଛୋଟ ଖୁସିରେ ସୁବର୍ଣ୍ଣମୟ ହୋଇଯାଉ!

ପୁରୀ ସମୁଦ୍ର କୂଳର ଏହି ମନୋରମ ସକାଳ ପରି ଆପଣଙ୍କ ମନ ବି ଶାନ୍ତ ଓ ସତେଜ ରହୁ। ଗରମ ଚା' ଓ ଇଡଲି-ବରା ସହ ଦିନର ଆରମ୍ଭ କରନ୍ତୁ ଓ ଦିନ ସାରା ଖୁସିରେ ରୁହନ୍ତୁ।

ଆପଣଙ୍କ ଦିନ ମଙ୍ଗଳମୟ ହେଉ।

- Prasanna Nana | PN Fast News

Voter List ରେ ବାଂଲାଦେଶୀ? ବିରୋଧୀଙ୍କୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବଡ଼ ଅଭିଯୋଗ | PN Fast News

Image

ଭୋଟର ତାଲିକାରେ ବାଂଲାଦେଶୀ? ଭସ୍ରୁଭାତ ହେଉଛନ୍ତି କି ବିରୋଧୀ?

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନକୁ ନେଇ ବି-ଜେପି ସାଂସଦ ନିଶିକାନ୍ତ ଦୁବେ ବଡ଼ ଅଭିଯୋଗ ଆଣିଛନ୍ତି।

ସେ ଦାବି କରିଛନ୍ତି ଯେ ଭୋଟର ତାଲିକାରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନାମ ବାଦ୍ ପଡ଼ିଲେ ବିରୋଧୀଙ୍କ ଭୋଟ୍ ବ୍ୟାଙ୍କ ପ୍ରଭାବିତ ହେବାର ଭୟ ରହିଛି, ସେଥିପାଇଁ ସେମାନେ ଏହି ବିକ୍ଷୋଭ କରୁଛନ୍ତି।

ଏହି ଅଭିଯୋଗ ବି-ଜେପିର ରାଜନୈତିକ ସ୍ୱାର୍ଥ ନା କଂଗ୍ରେସର ଭୋଟ୍ ବ୍ୟାଙ୍କ ପାଇଁ ବେଆଇନ ଅନୁପ୍ରବେଶକାରୀଙ୍କୁ ସମର୍ଥନ? ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

Hinjili News: ହିଞ୍ଜିଳିରେ ୨ ମନ୍ତ୍ରୀଙ୍କୁ ଘେରିଗଲେ ଲୋକେ | Ganjam Hinjili Breaking News

Image

ହିଞ୍ଜିଳିରେ ୨ ମନ୍ତ୍ରୀଙ୍କୁ ଘେରିଗଲେ ଲୋକେ - ରାସ୍ତା, ରିଲିଫ୍ ଓ ନେଟୱାର୍କକୁ ନେଇ ଅସନ୍ତୋଷ

ଗଞ୍ଜାମ, ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ଦୁଇ ମନ୍ତ୍ରୀଙ୍କୁ ଘେରି ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ଲୋକେ।

ସୂଚନା ଅନୁସାରେ ମନ୍ତ୍ରୀ ବିଭୂତି ଜେନା ଓ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଲୋକଙ୍କ ଘେରାଓ ପରେ ସେଠାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା।

ରାସ୍ତା ମରାମତି, ରିଲିଫ୍ ବଣ୍ଟନ ଏବଂ ମୋବାଇଲ ନେଟୱାର୍କ ସମସ୍ୟାକୁ ନେଇ ଲୋକେ ମନ୍ତ୍ରୀଙ୍କ ନିକଟରେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ।

ଜନତା ବନାମ ଶାସନ! "ଯିଏ ଲଙ୍କାକୁ ଗଲା ସେ ରାବଣ ହେଲା!" - ଆଜିର ରାଜନୀତିର ବାସ୍ତବ ଚିତ୍ର | PN Fast News

Image

ଜନତା ବନାମ ଶାସନ! "ଯିଏ ଲଙ୍କାକୁ ଗଲା ସେ ରାବଣ ହେଲା!"

ସତ୍ୟର ଅଧିକାର, ସାଧାରଣଙ୍କ ଅଧିକାର - PN Fast News

ଏ ପ୍ରବାଦକୁ ଆମେ ସମସ୍ତେ ଶୁଣିଛେ - "ଯିଏ ଲଙ୍କାକୁ ଯାଏ ସେ ରାବଣ ହୁଏ"। କିନ୍ତୁ ଆଜିର ରାଜନୀତିରେ ଏହାର ଦ୍ଵିତୀୟ ଭାଗ ଅଧିକ ଭୟଙ୍କର।

ଆଜି ଏ ଦେଶରେ ଯିଏ ରାଜନୀତିର ଶୀର୍ଷରେ ରହିଲା, ଜନତା ତାର ଗୋଲାମ ହେଇଗଲେ।

ଗାଦି ମିଳିଲା ପରେ ନେତାଙ୍କ ଭାଷା ବଦଳିଯାଏ, ବ୍ୟବହାର ବଦଳିଯାଏ। ନିର୍ବାଚନ ପୂର୍ବରୁ ଯିଏ ଜନତାର ସେବକ ଥିଲା, ନିର୍ବାଚନ ପରେ ସେ ନିଜକୁ ମାଲିକ ଭାବେ। ଆଉ ଆମେ ଜନତା?

ଆମେ ପ୍ରଶ୍ନ ପଚାରିବା ବଦଳରେ ଜୟକାର କରୁ। ହକ୍ ମାଗିବା ବଦଳରେ ହାତ ଯୋଡୁ।

ଏହାଟା ଆମ ଦୁର୍ଭାଗ୍ୟ ନୁହେଁ ତ ଆଉ କଣ? ବୁଝିବାକୁ କେହି ନାହାଁନ୍ତି, କିନ୍ତୁ ଗୋଲାମ ହେବାକୁ ସମସ୍ତେ ପ୍ରସ୍ତୁତ!

ଆପଣଙ୍କ ମତ କଣ?

ସତରେ କଣ ଆମେ ନିଜେ ଗୋଲାମ ହେବାକୁ ପସନ୍ଦ କରୁଛେ? ନା ସମୟ ଆସିଛି ପ୍ରଶ୍ନ ପଚାରିବାର? କମେଣ୍ଟରେ ଆପଣଙ୍କ ମତ ନିଶ୍ଚୟ ଜଣାନ୍ତୁ।

ଏହି ଭଳି ନିର୍ଭୀକ ଖବର ପାଇଁ PN...

Evening Headlines 30 Oct 2026: Uttarakhand Chopper Crash, Bhutan GLOF Flood Alert, Navy ₹40,000 Cr Deal, IND vs NZ 4th T20I | PN Fast News

Image
Evening Headlines: Top 6 Stories at a Glance | October 30, 2026 Today evening's 6 biggest news stories at 7:30 PM that you should not miss. PN FAST NEWS is bringing you the fastest roundup. 1. UTTARAKHAND CHOPPER CRASH - Rescue Underway in Chamoli* A major accident has been reported in Uttarakhand. A helicopter returning from Badrinath Dham crashed near Joshimath in Chamoli district due to dense fog and poor visibility. According to initial information, the chopper was carrying pilgrims. SDRF, NDRF and Indian Army teams have reached the spot and rescue operations are underway. More details are awaited. 2. BHUTAN GLOF WARNING - High Alert in Bengal, Assam* A Glacial Lake Outburst Flood (GLOF) in Bhutan has created a flood-like situation. Due to sudden water release, the water level of Sankosh River has risen sharply. Administration has started evacuations from low-lying areas along the river. High alerts have been issued in Cooch Behar and Alipurduar in West Bengal and i...

Bhadrak Dhusuri Firing Case: ଭଦ୍ରକ ଧୁଷୁରୀରେ ଗୁଳି ଫୁଟାଇ ଲୁଟ୍, ୪ ଜଣ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଲେ

Image
ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ବଡ଼ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ରଘୁପୁର ଚେପୁର୍ଟ ପଞ୍ଚାୟତ ଅଧୀନ କଷିକା ଗାଁରେ ମଧ୍ୟରାତ୍ରିରେ ୪ ଜଣ ସଶସ୍ତ୍ର ଦୁର୍ବୃତ୍ତ ଜଣେ ଆଦିବାସୀ ପରିବାରର ଘରେ ପଶି ଗୁଳି ଫୁଟାଇ ଲୁଟ୍ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ ଟା ସମୟରେ ପାଟବସା ରାଉତଙ୍କ ଘରେ ୪ ଜଣ ମୁହାଁ ଢାଙ୍କି ପଶିଥିଲେ। ପରିବାର ଲୋକେ ବାଧା ଦେବାରୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୫ ରାଉଣ୍ଡ ଗୁଳି ଫୁଟାଇଥିଲେ। ଗୁଳି ଶବ୍ଦ ଶୁଣି ଗାଁ ଲୋକେ ଆସିବା ପୂର୍ବରୁ ଦୁର୍ବୃତ୍ତମାନେ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା, ପାରମ୍ପାରିକ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଏହି ଲୁଟ୍ ଘଟଣାରେ ପରିବାରର ପ୍ରାୟ ୩ ରୁ ୪ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ଘଟଣା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ଧୁଷୁରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ମଧ୍ୟ ନିଆଯାଇ ତଦନ୍ତ କରାଯାଉଛି। ଗୁଳିର ଖୋକା ମଧ୍ୟ ପୁଲିସ ଜବତ କରିଛି। ଧୁଷୁରୀ ପୁଲିସ କହିଛି, ଖୁବ୍ ଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ଏବଂ ରାତିରେ ପୋଲିସ ପାଟ୍ରୋଲିଂ ବଢାଇବାକୁ ଦାବି ହୋଇଛି।

ଭଡ଼କିଲେ ମହାଭାରତର ଦୁର୍ଯ୍ୟୋଧନ ! ନସିରୁଦ୍ଦିନ ଶାହାଙ୍କୁ କଡ଼ା ଜବାବ ଦେଲେ ପୁନୀତ ଇସାର

Image
ବଲିଉଡରେ ପୁଣି ଆରମ୍ଭ ହେଲା ନୂଆ ବିବାଦ। ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହାଙ୍କ ସରକାର ବିରୋଧୀ ବୟାନ ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ମହାଭାରତର ଦୁର୍ଯ୍ୟୋଧନ ଭାବେ ଜଣାଶୁଣା ଅଭିନେତା ପୁନୀତ ଇସାର। ପୁନୀତ ଇସାର କଣ କହିଲେ? ଏକ ସାକ୍ଷାତକାରରେ ପୁନୀତ ଇସାର କହିଛନ୍ତି, "ଯଦି ସରକାର ପସନ୍ଦ ନାହିଁ ତେବେ ନିର୍ବାଚନ ଲଢ଼ି ଜିତନ୍ତୁ। ଦେଶର ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ଉପରେ ଚୁପ୍ ରହି କେବଳ ସରକାରଙ୍କୁ ସମାଲୋଚନା କରିବା ଠିକ୍ ନୁହେଁ। ଆପଣ ଦେଶର ମୁଦ୍ଦା ଉପରେ ଗୁଙ୍ଗା ହୋଇ ରହୁଛନ୍ତି।" ନସିରୁଦ୍ଦିନ ଶାହା କଣ କହିଥିଲେ? ନସିରୁଦ୍ଦିନ ଶାହା ନିକଟରେ ସରକାରଙ୍କୁ ଟାର୍ଗେଟ କରି କିଛି ବୟାନ ଦେଇଥିଲେ, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ବିବାଦ ଉପରେ ସୋସିଆଲ ମିଡିଆ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। କିଏ ପୁନୀତ ଇସାରଙ୍କୁ ସମର୍ଥନ କରୁଛି ତ ଆଉ କିଏ ନସିରୁଦ୍ଦିନ ଶାହାଙ୍କୁ। ଆପଣଙ୍କ ମତ କଣ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଏଭଳି ନୂଆ ନୂଆ ଅପଡେଟ ପାଇଁ PN Fast News ସହ ଜଡ଼ି ରୁହନ୍ତୁ। Video ଦେଖିବା ପାଇଁ ଏଠି କ୍ଲିକ୍ କରନ୍ତୁ: https://youtube.com/shorts/hRA_g5zcVAQ?si=20MmCMw9hFyeRe7K

ନମସ୍କାର ବନ୍ଧୁଗଣ ଦେଖନ୍ତୁ Fake Honey କେମିତି ତିଆରି ହେଉଛି! | ନକଲି ମହୁରୁ ସାବଧାନ | PN Fast News

Image
ନମସ୍କାର ବନ୍ଧୁଗଣ ଦେଖନ୍ତୁ Fake Honey କେମିତି ତିଆରି ହେଉଛି! ଆଜିକାଲି ବଜାରରେ ଅସଲି ମହୁ ନାଁରେ ବିକ୍ରି ହେଉଛି ନକଲି ମହୁ। ଚିନି ସିରା ଓ କେମିକାଲ ମିଶାଇ କେମିତି ନକଲି ମହୁ ପ୍ରସ୍ତୁତ କରାଯାଉଛି ଏହି ଭିଡିଓରେ ଦେଖନ୍ତୁ। ପୁରା ଭିଡିଓ YouTube ରେ ଦେଖନ୍ତୁ: 👉 Video Link: https://youtube.com/shorts/ecVSEEh4cO0?si=4KU4hGVhsLUq1E2j ଏହି ନକଲି ମହୁ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ। ମହୁ କିଣିବା ସମୟରେ ସାବଧାନ ରୁହନ୍ତୁ। ଭିଡିଓ ଭଲ ଲାଗିଲେ Like, Share ଓ Subscribe କରନ୍ତୁ। Keywords: Fake Honey, Nakali Mahu, Odisha Fake Honey, PN Fast News, Prasanna Nana

ବିଜେପିର ବିଜୟରେ ଲାଗିଲା ଦାଗ! ମୋଦୀଙ୍କ ବାରାଣସୀ, ଗଡ଼ ନାଗପୁରରେ ଝଟ୍‌କା | UP MLC Election Result 2026 | PN Fast News

Image
ମୋଦୀଙ୍କ ଗଡ଼ରେ ବିଜେପି ହାରିଲା! ୨୮ଟି ସିଟ୍‌ରେ ବିଧାନ ପରିଷଦ ନିର୍ବାଚନ। ବିଜେପି ସର୍ବାଧିକ ୧୨ଟି ଆସନ ଜିତିଛି, ହେଲେ ଖୁସି ମନାଇବା ଆଗରୁ ଦଳକୁ ଲାଗିଛି ବଡ଼ ଝଟ୍‌କା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀର ଭଦୋହି ଆସନରେ ବିଜେପି ପରାସ୍ତ। ସେପଟେ ଆରଏସଏସର ଗଡ଼ ନାଗପୁରରେ ମଧ୍ୟ କଂଗ୍ରେସର ବିଜୟ, ଦଳକୁ ଦେଇଛି ରାଜନୈତିକ ଝଟ୍‌କା। UP MLC Election Result, BJP Lost in Varanasi, Nagpur Congress Win, Yogi Adityanath | PN Fast News #PNFastNews #BJP #UPElection

ଗଞ୍ଜାମରେ ୨୨ ଗାଁ ଜଳବନ୍ଦୀ! ବାତ୍ୟା ପ୍ରକୋପରେ ଭୟାବହ ବନ୍ୟା, ହଜାର ହଜାର ଲୋକ ପ୍ରଭାବିତ | Ganjam Flood News | PN Fast News

Image
ଗଞ୍ଜାମରେ ୨୨ ଗାଁ ଜଳବନ୍ଦୀ - ବାତ୍ୟା ପ୍ରକୋପରେ ଓଡ଼ିଶା ଆନ୍ଧ୍ରର ଲଘୁଚାପର ୪୦ ଘଣ୍ଟା ପରେ ବି ବର୍ଷିଣ ଓଡ଼ିଶା ଭୋଗୁଛି ବାତ୍ୟା ପ୍ରକୋପ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ପରେ ଭୟାବହ ବନ୍ୟା ପରିସ୍ଥିତି। ଋଷିକୂଲ୍ୟା, ମହେନ୍ଦ୍ରତନୟା ଓ ଏହାର ଶାଖା ନଦୀର ସ୍ଥିତି ଭୟଙ୍କର। ହଜାର ହଜାର ଲୋକ ଜଳବନ୍ଦୀ ଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସହ ନିୟୋଜିତ ହୋଇଛି କୋଷ୍ଟଗାର୍ଡ ହେଲିକପ୍ଟର। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। Odisha Flood News, Ganjam News, Gajapati Flood, Rushikulya River Flood | PN Fast News | Prasanna Nana

ଭୁବନେଶ୍ୱରରେ ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର! ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମୌସୁମୀ ବେହେରା | Odisha Vigilance Raid

Image
ବ୍ରେକିଂ ନ୍ୟୁଜ୍: ଭୁବନେଶ୍ୱରରେ ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ଭୁବନେଶ୍ୱର: ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନର ଡେପୁଟି ରେଞ୍ଜର ମୌସୁମୀ ବେହେରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଙ୍ଗଲ ଜମି ପଟ୍ଟା କାର୍ଯ୍ୟାନୁଷ୍ଠାନ ପାଇଁ ସହକର୍ମୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, ଭିଜିଲାନ୍ସ ବିଭାଗ ପକ୍ଷରୁ ଛକି ରହି ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ସହ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କରେ ମଧ୍ୟ ତଦନ୍ତ ଜାରି ରହିଛି। ଦୁର୍ନୀତି ବିରୋଧରେ ଓଡ଼ିଶା ଭିଜିଲାନ୍ସର ଏହି ବଡ଼ କାର୍ଯ୍ୟାନୁଷ୍ଠାନ। Odisha News | Vigilance Raid | Bhubaneswar News | PN Fast News

କର୍ତ୍ତବ୍ୟରେ ଅବହେଳା: ଗଣିଆଁ ରାଜସ୍ୱ ନିରୀକ୍ଷକ ନିଲମ୍ବିତ | RI Smita Mahapatra Suspended | PN Fast News

Image
କର୍ତ୍ତବ୍ୟରେ ଅବହେଳା: ଗଣିଆଁ ରାଜସ୍ୱ ନିରୀକ୍ଷକ ନିଲମ୍ବିତ ଭଦ୍ରକ: ସରକାରୀ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରା ନିଲମ୍ବିତ ହେଲେ ଗଣିଆଁ ରାଜସ୍ୱ ନିରୀକ୍ଷକ ସ୍ମିତା ମହାପାତ୍ର। ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ସରକାରୀ କାର୍ଯ୍ୟରେ ଅବହେଳା ଏବଂ ଦାୟିତ୍ୱରେ ଅବହେଳା ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି। ଏହି ଘଟଣା ପରେ ଜିଲ୍ଲାର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ସରକାରୀ କାର୍ଯ୍ୟରେ ଅବହେଳା କଲେ କୌଣସି କ୍ଷମା ମିଳିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଡ଼ା ବାର୍ତ୍ତା ଦିଆଯାଇଛି। PN Fast News | Bhadrak News

Ajira Sampurna Dainika Rashifala (Thursday, October 30, 2026) | ଆଜିର ରାଶିଫଳ ଅକ୍ଟୋବର ୩୦ | PN Fast News

Image
♈ ମେଷ (Aries):
କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ପ୍ରଚୁର ମୂଲ୍ୟ ମିଳିବ। ସହକର୍ମୀ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ଆପଣଙ୍କ ବୃଦ୍ଧି କରିବ।

♉ ବୃଷ (Taurus):
ଆଜି ଆର୍ଥିକ ସ୍ଥିତି ମଜବୁତ ରହିବ। ପରିବାରରେ ଖୁସିର ବାତାବରଣ ରହିବ।

♊ ମିଥୁନ (Gemini):
ନୂଆ ଯୋଜନାରେ ସଫଳତା ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ।

♋ କର୍କଟ (Cancer):
ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

♌ ସିଂହ ...

ଈଶ୍ୱର ପ୍ରତ୍ୟେକ ଜୀବର ହୃଦୟରେ ବାସ କରନ୍ତି | ଭଗବତ୍ ଗୀତା ବାଣୀ | Gita Bani in Odia | PN Fast News

Image

ଜୟ ଶ୍ରୀ କୃଷ୍ଣ 🙏

ଆଜିର ଶ୍ରୀମଦ୍ ଭଗବତ୍ ଗୀତା ବାଣୀ:

"ଈଶ୍ୱର ପ୍ରତ୍ୟେକ ଜୀବର ହୃଦୟରେ ବାସ କରନ୍ତି ଏବଂ ସେ ହିଁ ସମସ୍ତଙ୍କର ଆରମ୍ଭ, ମଧ୍ୟ ଓ ଅନ୍ତ"

ଏହି ପବିତ୍ର ବାଣୀର ଅର୍ଥ ହେଉଛି - ପରମାତ୍ମା ସମସ୍ତ ଜୀବଙ୍କ ଭିତରେ ଅଛନ୍ତି। ଆମେ ଯେଉଁ କାର୍ଯ୍ୟ କରୁ, ଈଶ୍ୱର ତାହା ଦେଖୁଛନ୍ତି। ତେଣୁ ସର୍ବଦା ସତ୍ୟ ଓ ଧର୍ମ ପଥରେ ଚାଲିବା ଉଚିତ।

ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ସେ ହିଁ ସୃଷ୍ଟିର ଆରମ୍ଭ, ସେ ହିଁ ପାଳନକର୍ତ୍ତା ଓ ସେ ହିଁ ଅନ୍ତ। ତାଙ୍କ ବିନା କିଛି ସମ୍ଭବ ନୁହେଁ।

ଆଜିର ଶିକ୍ଷା: ସମସ୍ତ ଜୀବଙ୍କୁ ସମ୍ମାନ କରନ୍ତୁ, କାରଣ ସମସ୍ତଙ୍କ ଭିତରେ ଈଶ୍ୱର ଅଛନ୍ତି।

ଏଭଳି ପ୍ରତିଦିନ ଗୀତା ବାଣୀ ପାଇବା ପାଇଁ PN Fast News କୁ Follow କରନ୍ତୁ।

ଜୟ ଶ୍ରୀ କୃଷ୍ଣ ଲେଖି କମେଣ୍ଟ କରନ୍ତୁ 🙏

PN Fast News: Stay update , Stay Ahead ।!

Image
PN Fast News - Stay Updated, Stay Ahead! | Follow Us Now ପ୍ରତ୍ୟେକ କୋଣ-ଅନୁକୋଣର ଖବର ଏବେ ଆପଣଙ୍କ ହାତ ମୁଠାରେ! ସତ୍ୟ, ନିରପେକ୍ଷ ଓ ନିର୍ଭୀକ ଖବର ପାଇଁ PN Fast News କୁ Follow କରନ୍ତୁ। ODISHA • INDIA • PRASANNA NANA Our Platforms: Facebook: https://www.facebook.com/profile.php?id=61591016143584 YouTube: https://www.youtube.com/@pnfastnews Instagram: pras.anna9598 X (Twitter): @pnfastnews Telegram: pnfastnews WhatsApp: +91 787... Blogger: https://pnfastnews.blogspot.com Threads: @prasanna22C3837 LIKE | SHARE | FOLLOW | SUBSCRIBE 🔔 #PNFastNews #PrasannaNana #OdishaNews #FollowUs #NewsChannel

ପ୍ରତି ଗାଁ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବନ୍ଦ। ପାଣି ପାଇଁ ହାହାକାର ସରକାର ଧ୍ୟାନ ଦେବେ କି ?

Image
ପ୍ରତି ଗାଁ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବନ୍ଦ! ପୁଣି ପାଣି ପାଇଁ ହାହାକାର? ଓଡ଼ିଶାର ପୂର୍ବତନ ସରକାର ପ୍ରତି ଗାଁ କୁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିଥିଲେ। ବସୁଧା ଯୋଜନା ଓ ଜଳ ଜୀବନ ମିଶନ ମାଧ୍ୟମରେ ଘରେ ଘରେ ପାଇପ ପାଣି ପହଞ୍ଚିଥିଲା। କିନ୍ତୁ ଏବେର ସରକାରରେ ତାହା କାର୍ଯ୍ୟକାରୀ ହେଉନାହିଁ। ଅନେକ ଗାଁ ରେ ପାଇପ ଅଛି, ପାଣି ନାହିଁ। ମୋଟର ଖରାପ, ପାଇପ ଫାଟିଛି, ରକ୍ଷଣାବେକ୍ଷଣ ହେଉନାହିଁ। ସେଥି ଲାଗି ପ୍ରାୟେକ ଗାଁ ରେ ଲୋକେ ପୁଣି ପାନୀୟ ଜଳ ଯୋଗାଣ ଲାଗି ଦାବି କରୁଛନ୍ତି। ମହିଳାମାନେ ଦୂର ଦୂରାନ୍ତରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି। ସରକାର ତଥା ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବେ କି? ଏହା ହେଉଛି ବଡ଼ ପ୍ରଶ୍ନ। ✍️ Prasanna Nana, PN Fast News

ଶ୍ରୀ ମନ୍ଦିର ନୀଳଚକ୍ର ବାନା ରେ ପଡ଼ିଲା ଶୂନ୍ୟ ଗଣ୍ଠି କଣ ସଙ୍କେତ ଦେଲେ ମହାପ୍ରଭୁ ? PURI JAGANNATH TAMPLE NEWS

Image
ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡିଲା ଶୂନ୍ୟ ଗଣ୍ଠି! କଣ ସଙ୍କେତ ଦେଲେ ମହାପ୍ରଭୁ? ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅପାର ମହିମାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶ୍ରୀମନ୍ଦିର ନୀଳଚକ୍ରରେ ପତିତପାବନ ବାନାରେ ଦେଖିବାକୁ ମିଳିଛି ବିରଳ ଶୂନ୍ୟ ଗଣ୍ଠି। ବାତ୍ୟା ଅର୍ଥବ ଭିତରେ ଏହି ଦୃଶ୍ୟ ଭକ୍ତଙ୍କ ମନରେ ଭରିଦେଇଛି ଭକ୍ତି ଓ ଭୟ। ଏହାକୁ ମହାପ୍ରଭୁଙ୍କ ଗୁପ୍ତ ସଙ୍କେତ ବୋଲି ଅନେକ ଭକ୍ତ ବିଶ୍ୱାସ କରୁଛନ୍ତି। ପୁରୀ ଶ୍ରୀମନ୍ଦିରରେ ଏଭଳି ଅଲୌକିକ ଘଟଣା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି ଯାହାକୁ ମହାପ୍ରଭୁଙ୍କ ଲୀଳା ବୋଲି କୁହାଯାଏ। ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। ✍️ Prasanna Nana PN Fast News - ସତ୍ୟ ଓ ନିର୍ଭୀକ ଖବର Facebook: PN Fast News (prasanna Nana)

`ଆଜିର ରାଶିଫଳ ୨୯ ଅକ୍ଟୋବର ୨୦୨୬: ମେଷ ଠାରୁ ମୀନ ପର୍ଯ୍ୟନ୍ତ ଜାଣନ୍ତୁ ଶୁଭ ରଙ୍ଗ ଓ ଶୁଭ ଅଙ୍କ | PN Fast News`

Image
ଆଜିର ରାଶିଫଳ - ୨୯ ଅକ୍ଟୋବର ୨୦୨୫, ଗୁରୁବାର - କରଟୀ ଚୌଥ ଆଜିର ରାଶିଫଳରେ ଆପଣଙ୍କୁ ସ୍ୱାଗତ! ଆଜି ଗୁରୁବାର ଓ କରଟୀ ଚୌଥର ପବିତ୍ର ଦିନ। ଜାଣନ୍ତୁ ଆପଣଙ୍କ ରାଶି ଅନୁସାରେ ଆଜି ଦିନଟି କେମିତି କଟିବ। ଫଟୋରେ ଦିଆଯାଇଛି: 1. ମେଷ - ଶୁଭ ରଙ୍ଗ: ଲାଲ, ଶୁଭ ଅଙ୍କ: ୧୨ 2. ବୃଷ - ଶୁଭ ରଙ୍ଗ: ଧଳା, ଶୁଭ ଅଙ୍କ: ୦୮ 3. ମିଥୁନ - ଶୁଭ ରଙ୍ଗ: ଚନ୍ଦନ, ଶୁଭ ଅଙ୍କ: ୨୦ 4. କର୍କଟ - ଶୁଭ ରଙ୍ଗ: ହଳଦିଆ, ଶୁଭ ଅଙ୍କ: ୨୬ 5. ସିଂହ - ଶୁଭ ରଙ୍ଗ: ବାଦାମୀ, ଶୁଭ ଅଙ୍କ: ୧୪ 6. କନ୍ୟା - ଶୁଭ ରଙ୍ଗ: କଳା, ଶୁଭ ଅଙ୍କ: ୨୦ 7. ତୁଳା - ଶୁଭ ରଙ୍ଗ: ନାଲି, ଶୁଭ ଅଙ୍କ: ୧୨ 8. ବୃଶ୍ଚିକ - ଶୁଭ ରଙ୍ଗ: ବୃଶ୍ଚିକ, ଶୁଭ ଅଙ୍କ: ୦୮ 9. ଧନୁ - ଶୁଭ ରଙ୍ଗ: ଧନୁ, ଶୁଭ ଅଙ୍କ: ୧୪ 10. ମକର - ଶୁଭ ରଙ୍ଗ: ମକର, ଶୁଭ ଅଙ୍କ: ୧୭ 11. କୁମ୍ଭ - ଶୁଭ ରଙ୍ଗ: ବାସନ୍ତି, ଶୁଭ ଅଙ୍କ: ୦୮ 12. ମୀନ - ଶୁଭ ରଙ୍ଗ: ମୀନ, ଶୁଭ ଅଙ୍କ: ୧୨ ଆପଣଙ୍କ ରାଶି ଅନୁସାରେ ଶୁଭ ରଙ୍ଗ ଓ ଶୁଭ ଅଙ୍କ ବ୍ୟବହାର କରି ଦିନଟିକୁ ଆହୁରି ଶୁଭ କରନ୍ତୁ। Disclaimer: ଏହି ରାଶିଫଳ ଜ୍ୟୋତିଷ ଗଣନା ଅନୁସାରେ ଦିଆଯାଇଛି। ଏହା ସାଧାରଣ ସୂଚନା ପାଇଁ। ✍️ Prasanna Nana PN Fast News - ସତ୍ୟ ଓ ନିର୍ଭୀକ ଖବର Facebook: PN Fast News (prasanna Nana) X: PN Fast News, Youtube:PN Fast News

କଠିନ ସମୟରେ ଧୈର୍ଯ୍ୟ ରଖିବା ହିଁ ପ୍ରକୃତ ବୁଦ୍ଧିମାନଙ୍କର ପରିଚୟ

Image
କଠିନ ସମୟରେ ଧୈର୍ଯ୍ୟ ରଖିବା ହିଁ ପ୍ରକୃତ ବୁଦ୍ଧିମାନଙ୍କର ପରିଚୟ। ଜୀବନରେ ସମସ୍ତଙ୍କ ଜୀବନରେ କଠିନ ସମୟ ଆସିଥାଏ। ସେହି ସମୟରେ ଯିଏ ନିଜର ଧୈର୍ଯ୍ୟ ଓ ସାହସକୁ ବଜାୟ ରଖିଥାଏ, ସେ ହିଁ ପ୍ରକୃତ ବୁଦ୍ଧିମାନ। ଏହି ଫଟୋରେ ଯେପରି ଏକ ପେନ୍ସିଲ ପାହାଚରେ ପରିଣତ ହୋଇ ଆଲୋକ ଆଡ଼କୁ ଯାଉଛି, ଠିକ୍ ସେହିପରି ଆମର ପ୍ରତ୍ୟେକ କଷ୍ଟ ଆମକୁ ସଫଳତାର ଶିଖର ଆଡ଼କୁ ନେଇଯାଏ। ଶିକ୍ଷା: 1. କଠିନ ପରିସ୍ଥିତିରେ ବ୍ୟସ୍ତ ହୁଅନ୍ତୁ ନାହିଁ। 2. ଧୈର୍ଯ୍ୟ ଓ ପରିଶ୍ରମ ଜାରି ରଖନ୍ତୁ। 3. ଶେଷରେ ଆଲୋକ ନିଶ୍ଚୟ ମିଳିବ। ✍️ Prasanna Nana PN Fast News - ସତ୍ୟ ଓ ନିର୍ଭୀକ ଖବର Facebook: PN Fast News (prasanna Nana) X: PN Fast News, youtube:PN Fast News

ଗୀତବାଣୀ: ପ୍ରେମ ଓ ଭକ୍ତି ର ଅର୍ପଣ

Image
🙏 ଶ୍ରୀମଦ୍ ଭଗବଦ୍ ଗୀତାର ଅମୃତ ବାଣୀ 🙏 ଯେଉଁ ଭକ୍ତ ପ୍ରେମ ଓ ଭକ୍ତିର ସହିତ ମୋତେ ପତ୍ର, ପୁଷ୍ପ, ଫଳ ଜଳ ଅର୍ପଣ କରେ, ଈଶ୍ୱର ତାଙ୍କର ସେହି ପ୍ରେମପୂର୍ଣ୍ଣ ଭେଟିକୁ ଆନନ୍ଦର ସହିତ ସ୍ୱୀକାର କରନ୍ତି। ଭଗବାନଙ୍କୁ ବଡ଼ ଆଡମ୍ବର ଦରକାର ନାହିଁ, କେବଳ ସଚ୍ଚା ଭକ୍ତି ଦରକାର। ଜୟ ଶ୍ରୀ କୃଷ୍ଣ! - Prasanna Nana | PN Fast News

ଆନ୍ଧ୍ର ରେ ତାଣ୍ଡବ ସାରି ଏବେ ଓଡ଼ିଶା ମୁହାଁ ଅର୍ଣ୍ଣବ ! ଆସନ୍ତା ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ

Image
ଆନ୍ଧ୍ରରେ ତାଣ୍ଡବ ରଚିଲା ଅର୍ଣ୍ଣବ। ୧୫୦ କିମି ବେଗରେ ପବନ। ଭାଙ୍ଗିଲା ଘର, ଉପୁଡ଼ିଲା ଗଛ। ଆଖୁ ଆଗରେ ମିଞ୍ଚ ଆସିଲା ନିମିଷକେ ହୋଇଗଲା ଛାରଖାର। ଏବେ ଓଡ଼ିଶା ମୁହାଁ ବାତ୍ୟା। ଆଜି ସନ୍ଧ୍ୟାରେ ମାଲକାନଗିରି ଦେଇ ପଶିବ। ପ୍ରବଳ ବର୍ଷା ସାଙ୍ଗକୁ ପବନ। ୨୪ ଘଣ୍ଟା ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହାଇଅଲର୍ଟରେ ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ ଙ୍କ କଡ଼ା କାର୍ଯ୍ୟନୁଷ୍ଠାନ, ଯାଜପୁର ପଳିଟିସିକଲ୍ କଲେଜ ରେ ୩ ଜଣ ଅଧ୍ୟାପକ ନିଲମ୍ବିତ ।Mohan Majhi Action

Image
ଭୁବନେଶ୍ୱର  ଶୃଙ୍ଖଳାହୀନତାକୁ ବରଦାସ୍ତ କରିବେନାହିଁ ମୋହନ ସରକାର। ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ୩ ଜଣ ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।କେଉଁମାନେ ନିଲମ୍ବିତ ହେଲେ? ନିଲମ୍ବିତ ହୋଇଥିବା ଅଧ୍ୟାପକମାନେ ହେଲେ: 1. ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା 2. ଅଧ୍ୟାପକ ସନ୍ଦୀପ ମହାପାତ୍ର 3. ଅଧ୍ୟାପିକା ପି. ଆରାଧନା କଣ ଥିଲା ଅଭିଯୋଗ? CMO ରିପୋର୍ଟ ଅନୁସାରେ, ଅକ୍ଟୋବର ୨୬ ତାରିଖରେ ଏକ ବୈଠକ ସମୟରେ ଏହି ୩ ଜଣ ଅଧ୍ୟାପକଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଓ ହାତାହାତି ହୋଇଥିଲା। ଛାତ୍ରଛାତ୍ରୀଙ୍କ ସାମ୍ନାରେ ଏଭଳି ଅଶୋଭନୀୟ ଆଚରଣ କରି ଶିକ୍ଷାନୁଷ୍ଠାନର ଗାରିମାକୁ କ୍ଷୁର୍ଣ୍ଣ କରିଥିଲେ। 0aae ଶିକ୍ଷକତା ଭଳି ମହାନ ବୃତ୍ତିରେ ଥାଇ ଏଭଳି ଅଶୃଙ୍ଖଳିତ ଆଚରଣ ଗ୍ରହଣୀୟ ନୁହେଁ ବୋଲି CMO ପକ୍ଷରୁ କୁହାଯାଇଛି। ଏହା ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶ ଉପରେ ଗଭୀର ପ୍ରଭାବ ପକାଇଛି। ମୁଖ୍ୟମନ୍ତ୍ରୀ ଏମାନଙ୍କୁ ତୁରନ୍ତ ନିଲମ୍ବନ କରିବା ସହ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Cyclone Arnav Bhubaneswar News: ଆନ୍ଧ୍ରମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ, ଅନ୍ଧାର ହୋଇଗଲା ଭୁବନେଶ୍ୱର - ଓଡ଼ିଶାରେ ପ୍ରବଳ ବର୍ଷା

Image
ଭୁବନେଶ୍ୱର: ଆନ୍ଧ୍ରମୁହାଁ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' (Cyclone Arnab) ର ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ରାଜଧାନୀ ଭୁବନେଶ୍ୱରରେ ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ସକାଳ ପ୍ରାୟ ୯ଟାରୁ ଆକାଶ ମେଘାଚ୍ଛନ୍ନ ହୋଇ ଅନ୍ଧକାରମୟ ହୋଇପଡିଛି। ବେଳେ ୪୍୧୬ରୁ ୪୍୧୬ରେ ପବନର ବେଗ ମଧ୍ୟ ବଢୁଥିବା ଦେଖିବାକୁ ମିଳିଛି।  IMD ସୂଚନା ଅନୁସାରେ ବାତ୍ୟା ଆନ୍ଧ୍ର ଉପକୂଳରେ Landfall କରିବା ସମୟରେ ପବନର ବେଗ 115-125 kmph ଯାଏଁ ରହିବ। ଓଡ଼ିଶାର ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରିରେ Red Alert ଜାରି ହୋଇଛି।  ଏହାର ପ୍ରଭାବରେ ୪ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, 8ଟି ଟ୍ରେନ୍ ବାତିଲ ହୋଇଛି। ଭୁବନେଶ୍ୱର ବିମାନ ବନ୍ଦର ଅଞ୍ଚଳରେ ଘନ କଳା ମେଘ ଦେଖିବାକୁ ମିଳିଛି।

Maa Bhadrakali Live Darshan 27 October 2026 ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ପୀଠ ରୁ ସିଧା ପ୍ରସାରଣ

Image
Maa Bhadrakali Live Darshan - ଭଦ୍ରକ ମା' ଭଦ୍ରକାଳୀ ଙ୍କ ସିଧା ପ୍ରସାରଣ | 27/10/2026 ଜୟ ମା' ଭଦ୍ରକାଳୀ 🙏 ଆଜି ମଙ୍ଗଳବାର, 27 ଅକ୍ଟୋବର 2026 ରେ ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠ ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଙ୍କ ମନ୍ଦିରରୁ ସିଧା ପ୍ରସାରଣ। ଓଡିଶାର ଭଦ୍ରକ ଜିଲ୍ଲାରେ ଥିବା ମା' ଭଦ୍ରକାଳୀ ମନ୍ଦିର ହେଉଛି ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ। ପ୍ରତି ମଙ୍ଗଳବାର ଓ ଶନିବାର ଦିନ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ ଜମେ। 🔴 LIVE Darshan Details: - *ମନ୍ଦିର:* ମା' ଭଦ୍ରକାଳୀ ମନ୍ଦିର, ଭଦ୍ରକ - *ତାରିଖ:* 27 ଅକ୍ଟୋବର 2026, ମଙ୍ଗଳବାର - *ସମୟ:* ସିଧା ପ୍ରସାରଣ - *ସ୍ଥାନ:* ଭଦ୍ରକ, ଓଡିଶା ଭକ୍ତମାନେ ଘରେ ବସି ମା' ଭଦ୍ରକାଳୀ ଙ୍କ ଦିବ୍ୟ ଦର୍ଶନ କରି ପାରିବେ। ଆମ YouTube Channel PN FAST NEWS ରେ LIVE ଚାଲିଛି। ▶️ YouTube LIVE Video ଦେଖନ୍ତୁ: LIVE Link:https://youtu.be/gTrUzhUcWwg?si=cn8qyXO60es2nvBu ମା' ଭଦ୍ରକାଳୀ ଙ୍କ ମହତ୍ତ୍ୱ: ମା' ଭଦ୍ରକାଳୀ ହେଉଛନ୍ତି ଭଦ୍ରକ ସହରର ଅଧିଷ୍ଠାତ୍ରୀ ଦେବୀ। ବିଶ୍ୱାସ ରହିଛି ଯେ ମା' ଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୁଏ। ମା' ଙ୍କ ଆଶୀର୍ବାଦରୁ ଭକ୍ତଙ୍କ ଜୀବନରେ ସୁଖ ଶାନ୍ତି ଆସେ। ଜୟ ମା' ଭଦ୍ରକାଳୀ 🙏 କମେଣ୍ଟ ରେ ଜୟ ମା' ଭଦ୍ରକାଳୀ ଲେଖନ୍ତୁ।

ଆଜିର ରାଶିଫଳ ୨୭ ଅକ୍ଟୋବର ୨୦୨୬: ମଙ୍ଗଳବାର ଦୈନିକ ରାଶିଫଳ ମେଷ ଠୁ ମୀନ

Image
ଆଜିର ରାଶିଫଳ -  ମଙ୍ଗଳ ବାର ୨୭ ଅକ୍ଟୋବର ୨୦୨୬ | Ajira Dainika Rashifala ଶୁଭ ସକାଳ, ଜୟ ଜଗନ୍ନାଥ 🙏 PN FAST NEWS ତରଫରୁ ଆଜିର ସମ୍ପୂର୍ଣ୍ଣ ରାଶିଫଳ ଆପଣଙ୍କ ପାଇଁ। *ମେଷ ରାଶି (Aries):* ଆଜି ଆପଣଙ୍କ ପାଇଁ ଦିନଟି ଉତ୍ସାହଜନକ ରହିବ। କର୍ମକ୍ଷେତ୍ରରେ ସାହସିକ ନିଷ୍ପତ୍ତି ନେବେ। ପରିବାରରେ ହସଖୁସିର ବାତାବରଣ ରହିବ। *ବୃଷ ରାଶି (Taurus):* ଆର୍ଥିକ ସ୍ଥିତି ମଜବୁତ୍ ହେବ। ସହକର୍ମୀଙ୍କ ସହ ଦିନ ଭଲରେ କଟିବ। ମନ ପ୍ରସନ୍ନ ରହିବ। *ମିଥୁନ ରାଶି (Gemini):* ଅଟକି ରହିଥିବା କାମ ପୂରା ହେବ। ବିଶ୍ୱାସ ଭଲ ନାହିଁ, କାର୍ଯ୍ୟକ୍ଷେତ୍ରରୁ ଦୂରରେ ରହିବା ଭଲ। *କର୍କଟ ରାଶି (Cancer):* କାର୍ଯ୍ୟକ୍ଷେତ୍ରରେ ସଫଳତା। ବିଦ୍ୟା କ୍ଷେତ୍ରରେ ଶୁଭ। ଶିକ୍ଷା ପରିଶ୍ରମରୁ ବିଜୟ ଲାଭ ହେବ। *ସିଂହ ରାଶି (Leo):* ପରିବାରରେ ଭାଇଚାରା ବୃଦ୍ଧି। ମନରେ ଚିନ୍ତା ଦୂର ହେବ। ନୂତନ ନିଷ୍ପତ୍ତି ପାଇଁ ଦିନଟି ଅନୁକୂଳ ନୁହେଁ। *କନ୍ୟା ରାଶି (Virgo):* ଭିନ୍ନ କ୍ଷେତ୍ରରେ ଧ୍ୟାନ ଦେବେ। ସଫଳତା ମିଳିବ। ସାମାଜିକ ପ୍ରତିଷ୍ଠା ବଢିବ। *ତୁଳା ରାଶି (Libra):* ଚତୁର ବ୍ୟବସାୟ ଯୋଜନା। ଭବିଷ୍ୟତ ପାଇଁ ଶୁଭ। ସହଯୋଗୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। *ବୃଶ୍ଚିକ ରାଶି (Scorpio):* କ୍ଷମତା ବୃଦ୍ଧି ପାଇବ। ମାନସମ୍ମାନ ବଢିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। *ଧନୁ ରାଶି (Sagittarius):* ଆତ୍ମବିଶ୍ୱାସ ବଢିବ। ବରିଷ୍ଠ ବ୍ୟକ୍...

Cyclone Ashni: ଭୀଷଣ ବାତ୍ୟାର ରୂପ ନେଲା ଅର୍ନବ‘’, 2୮ ତାରିଖ ସକାଳେ ଲ୍ୟାଣ୍ଡଫଲ୍

Image
ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ଅର୍ଣ୍ଣବ’। ଗତ 6 ଘଣ୍ଟା ଧରି 12 କିମି ବେଗରେ ଗତି କରୁଛି। ଗୋପାଳପୁର ଠାରୁ 490 କିମି ଦୂରରେ କେନ୍ଦ୍ରୀଭୂତ। 2୮ ତାରିଖ ସକାଳେ ଲ୍ୟାଣ୍ଡଫଲ୍ କରିବ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ Alert।

Bhadrak Kali Puja 2026 Date:- ଭଦ୍ରକ କାଳୀ ପୁଜା ୯ ଦିନ ଧରି,୮ ରୁ ୧୬ ତାରିଖ ପର୍ଯ୍ୟନ୍ତ

Image
ଚଳିତ ବର୍ଷ ଭଦ୍ରକର ଐତିହାସିକ କାଳୀପୂଜା ୯ ଦିନ ଧରି ଅନୁଷ୍ଠିତ ହେବ। ନଭେମ୍ବର ୮ ରେ ଆରମ୍ଭ ଓ ୧୬ ରେ ବିସର୍ଜନ। ଜାଣନ୍ତୁ ସମ୍ପୂର୍ଣ୍ଣ ସମୟସୂଚୀ । ଭଦ୍ରକର ଐତିହାସିକ କାଳୀପୂଜା ଏବର୍ଷ ୯ ଦିନ ଧରି - ଜାଣନ୍ତୁ ପୂରା Schedule ଓଡ଼ିଶାର ସବୁଠାରୁ ବଡ଼ ଓ ପ୍ରସିଦ୍ଧ ଭଦ୍ରକ କାଳୀପୂଜାକୁ ନେଇ ଆସିଲା ବଡ଼ ଖବର। ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଚଳିତ ବର୍ଷ ପୂଜା ୯ ଦିନ ଧରି ଚାଲିବ। ମୁଖ୍ୟ ସୂଚନା ଆରମ୍ଭ ତାରିଖ: ୮ ନଭେମ୍ବର ୨୦୨୬ ଶେଷ ତାରିଖ: ୧୬ ନଭେମ୍ବର ୨୦୨୬ ବିସର୍ଜନ:  ୧୭ ନଭେମ୍ବର ୨୦୨୬ ସ୍ଥାନ:  ଚରମ୍ପା, ଭଦ୍ରକ ଟାଉନ କାହିଁକି ଭଦ୍ରକ କାଳୀପୂଜା ଖାସ? ଭଦ୍ରକ କାଳୀପୂଜା କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ପ୍ରସିଦ୍ଧ। ଏଠାରେ ପ୍ରାୟ ୧୦ ରୁ ଅଧିକ ମଣ୍ଡପ ହୁଏ ଓ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସନ୍ତି। ଚରମ୍ପା  ରୋଡ଼ ଓ ରେ ମୁଖ୍ୟ ଆକର୍ଷଣ ରହିଥାଏ। ଏବର୍ଷ କଣ ନୂଆ? ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ହୋଇଥିବା ବୈଠକରେ ଶାନ୍ତି ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ପାଇଁ ୯ ଦିନିଆ ପୂଜାକୁ ଅନୁମତି ମିଳିଛି।  ତାରିଖ ପରିବର୍ତନ ହୋଇପାରେ, ଅଫିସିଆଲ ଘୋଷଣାକୁ ଅପେକ୍ଷା କରନ୍ତୁ।

Rahul Gandhi Acquitted in Defamation Case: Sultanpur Court Acquits Congress Leader in 2018 Amit Shah Remarks Case

Image
ମାନହାନୀ ମାମଲାରେ ରାହୁଲ ଗାନ୍ଧି ନିର୍ଦ୍ଦୋଷ, ପ୍ରମାଣ ଅଭାବରୁ ଦୋଷମୁକ୍ତ କଲେ କୋର୍ଟ Sultanpur, UP: ସୋମବାର ସୁଲତାନପୁର ସ୍ପେଶାଲ MP/MLA କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ମାନହାନୀ ମାମଲାରେ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ମାମଲାର ପୃଷ୍ଠଭୂମି: 2018 ମସିହାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବେଙ୍ଗାଲୁରୁରେ ରାହୁଲ ଗାନ୍ଧୀ ତତ୍କାଳୀନ BJP ଅଧ୍ୟକ୍ଷ ଅମିତ ଶାହାଙ୍କୁ 'ହତ୍ୟା ମାମଲାର ଅଭିଯୁକ୍ତ' କହିଥିଲେ। ଏହାକୁ ନେଇ BJP ର ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷ ବିଜୟ ମିଶ୍ର ମାମଲା ଦାୟର କରିଥିଲେ। କୋର୍ଟଙ୍କ ରାୟ: - CD ର ସତ୍ୟତା ଅଛି ବୋଲି କୋର୍ଟ ମାନିଲେ - କିନ୍ତୁ ଅଭିଯୋଗକାରୀ Aggrieved Person ନୁହନ୍ତି - ମନ୍ତବ୍ୟ ମାନହାନୀକର ନୁହେଁ ରାହୁଲ ଗାନ୍ଧୀ ନିଜେ କୋର୍ଟରେ ଉପସ୍ଥିତ ରହି ରାୟ ଶୁଣିଥିଲେ। ବାହାରେ କଂଗ୍ରେସ କର୍ମୀ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି। Source: Reuters, Indian Express (26 Oct 2026) Disclaimer: This news is based on national media reports. Read more at PN Fast News - pnfastnews.blogspot.com

ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଭକ୍ତ ମାନେ ହାତଗୁଞ୍ଜା ଦେଇ ସୁରକ୍ଷାକର୍ମୀ ଙ୍କ ରୋଜଗାର ବଢ଼େଇ ଦେଇଛନ୍ତି | Puri Srimandir News

Image
ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦିନକୁ ଦିନ ବଢୁଛି। ଏହି ସମୟରେ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି। *ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଭକ୍ତ ମାନେ ହାତଗୁଞ୍ଜା ଦେଇ ସୁରକ୍ଷାକର୍ମୀ ଙ୍କ ରୋଜଗାର ବଢ଼େଇ ଦେଇଛନ୍ତି* ସୂଚନା ଅନୁଯାୟୀ, ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ସାମ୍ନାରେ ସୁରକ୍ଷା ଯାଞ୍ଚ ବେଳେ କିଛି ଭକ୍ତ ଶୀଘ୍ର ପ୍ରବେଶ ପାଇଁ ସୁରକ୍ଷା କର୍ମୀଙ୍କୁ 'ହାତଗୁଞ୍ଜା' (Tips) ଦେଉଥିବା ଅଭିଯୋଗ ହୋଇଛି। Puri: Devotees allegedly offering 'Hatagunja' (tips) to security personnel to enter Sri Mandir, increasing their income. ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଲମ୍ବା ଲାଇନରୁ ବଞ୍ଚିବା ପାଇଁ ଭକ୍ତମାନେ ୨୦ ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି। ଏହା ଦ୍ୱାରା ସୁରକ୍ଷା କର୍ମୀଙ୍କ ରୋଜଗାର ବଢୁଥିବା ଚର୍ଚା ହେଉଛି। KEY POINTS: 1. ଘଟଣାସ୍ଥଳ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର 2. ଅଭିଯୋଗ: ହାତଗୁଞ୍ଜା ନେଇ ଶୀଘ୍ର ପ୍ରବେଶ 3. ପ୍ରଶାସନର ପ୍ରତିକ୍ରିୟା: ତଦନ୍ତ ଜାରି ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ। OFFICIAL STATEMENT PENDING. Disclaimer: This news is based on devotees' allegations and viral photos. PN Fast News does not confirm it. Please wait for official sta...

ବାତ୍ୟା ଅର୍ଣ୍ଣବ ଓଡ଼ିଶା ଆଡ଼କୁ ବୁଲିଗଲା

Image
https://youtu.be/sWlwe94wuos?si=HANmQt92N5ECdniu

ସତର୍କ ହୋଇଗଲା ଓଡ଼ିଶା! ବଙ୍ଗୋପସାଗରରେ ଗଭୀର ଅବପାତ - ଆସୁଛି ବାତ୍ୟା? | Weather Alert Odisha

Image
ଭୁବନେଶ୍ୱର: ଓଡ଼ିଶାକୁ ମାଡି ଆସୁଛି ବଡ଼ ବିପଦ!  ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ରୂପ ନେଇସାରିଛି ଅବପାତ। ଏହା ଆନ୍ଧ୍ର ପ୍ରଦେଶର ମଛଲିପଟନମ୍ ଠାରୁ ପୂର୍ବ ଦିଗରେ ପ୍ରାୟ ହଜାରେ କିଲୋମିଟର ଦୂରରେ ରହିଛି। ଧୀରେ ଧୀରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ସୂଚନା ଅନୁସାରେ: ▪️ ଆସନ୍ତାକାଲି ସକାଳ ସୁଦ୍ଧା ଏହା ଏକ ସାଇକ୍ଲୋନିକ୍ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟା ହେବ। ▪️ ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ହେବା ସମ୍ଭାବନା। ▪️ ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି। ଓଡ଼ିଶାବାସୀ ସତର୍କ ରୁହନ୍ତୁ। ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ। Source: IMD #OdishaWeather #CycloneAlert #BengalBay #WeatherAlert #PNFASTNEWS #OdishaNews #IMDAlert #CycloneUpdate

ଆଜିର ରାଶିଫଳ - ୨୭ ଅକ୍ଟୋବର ୨୦୨୬ | PN FAST NEWS

Image
ପ୍ରିୟ ଦର୍ଶକବୃନ୍ଦ, PN FAST NEWS ତରଫରୁ ଆଜିର ଦୈନିକ ରାଶିଫଳ।  ମେଷ ଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ ରାଶିର ଭାଗ୍ୟଫଳ ଜାଣନ୍ତୁ।  ଆପଣଙ୍କ ଦିନଟି ଶୁଭମୟ ହେଉ।