Hinjili News: ହିଞ୍ଜିଳିରେ ୨ ମନ୍ତ୍ରୀଙ୍କୁ ଘେରିଗଲେ ଲୋକେ | Ganjam Hinjili Breaking News

<h2>ହିଞ୍ଜିଳିରେ ୨ ମନ୍ତ୍ରୀଙ୍କୁ ଘେରିଗଲେ ଲୋକେ - ରାସ୍ତା, ରିଲିଫ୍ ଓ ନେଟୱାର୍କକୁ ନେଇ ଅସନ୍ତୋଷ</h2>

<p><b>ଗଞ୍ଜାମ, ହିଞ୍ଜିଳି:</b> ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ଦୁଇ ମନ୍ତ୍ରୀଙ୍କୁ ଘେରି ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ଲୋକେ।</p>

<p>ସୂଚନା ଅନୁସାରେ ମନ୍ତ୍ରୀ ବିଭୂତି ଜେନା ଓ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଲୋକଙ୍କ ଘେରାଓ ପରେ ସେଠାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା।</p>

<p>ରାସ୍ତା ମରାମତି, ରିଲିଫ୍ ବଣ୍ଟନ ଏବଂ ମୋବାଇଲ ନେଟୱାର୍କ ସମସ୍ୟାକୁ ନେଇ ଲୋକେ ମନ୍ତ୍ରୀଙ୍କ ନିକଟରେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ।</p>

Comments

Popular posts from this blog

Jai Maa Bhadrakali: Goddess Appears in Singha Bahini Besha on 4th Day of Kali Puja in Bhadrak

ମୁଖ୍ୟମନ୍ତ୍ରୀ ଙ୍କ କଡ଼ା କାର୍ଯ୍ୟନୁଷ୍ଠାନ, ଯାଜପୁର ପଳିଟିସିକଲ୍ କଲେଜ ରେ ୩ ଜଣ ଅଧ୍ୟାପକ ନିଲମ୍ବିତ ।Mohan Majhi Action

Maa Bhadrakali Jagaddhatri Besha Darshan | Maha Yajna 5th Day | Bhadrak | PN Fast News