ଶ୍ରୀ ମନ୍ଦିର ନୀଳଚକ୍ର ବାନା ରେ ପଡ଼ିଲା ଶୂନ୍ୟ ଗଣ୍ଠି କଣ ସଙ୍କେତ ଦେଲେ ମହାପ୍ରଭୁ ? PURI JAGANNATH TAMPLE NEWS
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅପାର ମହିମାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶ୍ରୀମନ୍ଦିର ନୀଳଚକ୍ରରେ ପତିତପାବନ ବାନାରେ ଦେଖିବାକୁ ମିଳିଛି ବିରଳ ଶୂନ୍ୟ ଗଣ୍ଠି।
ବାତ୍ୟା ଅର୍ଥବ ଭିତରେ ଏହି ଦୃଶ୍ୟ ଭକ୍ତଙ୍କ ମନରେ ଭରିଦେଇଛି ଭକ୍ତି ଓ ଭୟ। ଏହାକୁ ମହାପ୍ରଭୁଙ୍କ ଗୁପ୍ତ ସଙ୍କେତ ବୋଲି ଅନେକ ଭକ୍ତ ବିଶ୍ୱାସ କରୁଛନ୍ତି।
ପୁରୀ ଶ୍ରୀମନ୍ଦିରରେ ଏଭଳି ଅଲୌକିକ ଘଟଣା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି ଯାହାକୁ ମହାପ୍ରଭୁଙ୍କ ଲୀଳା ବୋଲି କୁହାଯାଏ।
ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ।
✍️ Prasanna Nana
PN Fast News - ସତ୍ୟ ଓ ନିର୍ଭୀକ ଖବର
Facebook: PN Fast News (prasanna Nana)
Comments
Post a Comment