ବିଜେପିର ବିଜୟରେ ଲାଗିଲା ଦାଗ! ମୋଦୀଙ୍କ ବାରାଣସୀ, ଗଡ଼ ନାଗପୁରରେ ଝଟ୍କା | UP MLC Election Result 2026 | PN Fast News
୨୮ଟି ସିଟ୍ରେ ବିଧାନ ପରିଷଦ ନିର୍ବାଚନ। ବିଜେପି ସର୍ବାଧିକ ୧୨ଟି ଆସନ ଜିତିଛି, ହେଲେ ଖୁସି ମନାଇବା ଆଗରୁ ଦଳକୁ ଲାଗିଛି ବଡ଼ ଝଟ୍କା।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀର ଭଦୋହି ଆସନରେ ବିଜେପି ପରାସ୍ତ। ସେପଟେ ଆରଏସଏସର ଗଡ଼ ନାଗପୁରରେ ମଧ୍ୟ କଂଗ୍ରେସର ବିଜୟ, ଦଳକୁ ଦେଇଛି ରାଜନୈତିକ ଝଟ୍କା।
UP MLC Election Result, BJP Lost in Varanasi, Nagpur Congress Win, Yogi Adityanath | PN Fast News
#PNFastNews #BJP #UPElection
Comments
Post a Comment