୧୨ ବର୍ଷା ପରେ ୩ ରାଶି ର ହେବ ପ୍ରବଳ ଧନ ଯୋଗ । ବୃହସ୍ପତି ଉଚ ରାଶି ରେ ଗୋଚର ୨୦୨୬ ।
ଏଟା ଦେବଗୁରୁ ବୃହସ୍ପତିଙ୍କ ଗୋଚର ବିଷୟରେ। ଆସନ୍ତୁ ଜାଣିବା ଏହା ପଛର ରହସ୍ୟ କଣ?
୧୨ ବର୍ଷ ପରେ କଣ ହେଉଛି?
ବୃହସ୍ପତି ଗୋଟେ ରାଶିରେ ୧ ବର୍ଷ ରହନ୍ତି, ପୁରା ୧୨ ରାଶି ବୁଲିବାକୁ ୧୨ ବର୍ଷ ଲାଗେ। ୨୦୨୬ ରେ ସେ ନିଜର ସବୁଠୁ ଶକ୍ତିଶାଳୀ ଉଚ୍ଚ ରାଶି କର୍କଟ ରେ ପ୍ରବେଶ କରୁଛନ୍ତି। ଏହି ଘଟଣା ୧୨ ବର୍ଷରେ ଥରେ ହୁଏ।
ମହତ୍ୱପୂର୍ଣ୍ଣ ତାରିଖ:
- ୨ ଜୁନ୍ ୨୦୨୬ - ମିଥୁନ ରୁ କର୍କଟ ରେ ପ୍ରବେଶ (ଉଚ୍ଚ ଅବସ୍ଥା)
- ୩୧ ଅକ୍ଟୋବର ୨୦୨୬ - କର୍କଟ ରୁ ସିଂହ ରେ ପ୍ରବେଶ
କେଉଁ ୩ ରାଶିର ଭାଗ୍ୟ ଚମକିବ?
ଖବର ଅନୁସାରେ ସବୁଠୁ ବେଶୀ ଲାଭ ପାଇବେ ବୃଷ, ମିଥୁନ ଏବଂ ସିଂହ ରାଶି -
୧. ବୃଷ ରାଶି :
ଅର୍ଥ ସମସ୍ୟା ଦୂର ହେବ, ସ୍ୱାସ୍ଥ୍ୟ ଭଲ ରହିବ, ପିଲାଙ୍କ ପାଇଁ ଚିନ୍ତା କମିବ, ବିଦେଶରୁ ଧନ ଲାଭ ହେବ।
୨. ମିଥୁନ ରାଶି :
ଗଜକେଶରୀ ଯୋଗ ବନୁଛି। ଭାଗ୍ୟ ବଢ଼ିବ, ଆୟ ବଢ଼ିବ, ଚାକିରୀରେ ସଫଳତା ମିଳିବ।
୩. ସିଂହ ରାଶି :
ନୂଆ ଲୋକଙ୍କ ସହ ଯୋଗାଯୋଗ ବଢ଼ିବ, ବ୍ୟବସାୟ ଏବଂ ବ୍ୟକ୍ତିଗତ ଜୀବନରେ ଉନ୍ନତି ହେବ। ଏହା ୧୨ ବର୍ଷ ପାଇଁ ଏକ ନୂଆ ଚକ୍ର ଆରମ୍ଭ କରିବ।
ଏହା ଛଡ଼ା କର୍କଟ, ବିଛା, ମୀନ ରାଶି ପାଇଁ ମଧ୍ୟ ଏହା ସୁବର୍ଣ୍ଣ ସମୟ।
କଣ କରିବେ?
ପ୍ରତି ଗୁରୁବାର ଦିନ "ଓଁ ବୃହସ୍ପତୟେ ନମଃ" ମନ୍ତ୍ର ଜପ କରନ୍ତୁ ଏବଂ ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ।
Comments
Post a Comment