ବୃହ୍ପତିଙ୍କ ସିଂହ ରାଶି କୁ ଚଳନ ୨୦୨୬ ସମସ୍ତ ୧୨ ରାଶି ଉପରେ ପ୍ରଭାବ ଜାଣନ୍ତୁ । Jupiter Transit Efect
ଜ୍ୟୋତିଷ ବିଶେଷ: ବୃହସ୍ପତିଙ୍କ ସିଂହ ରାଶି ଚଳନ - ଫଳାଫଳ ଏବଂ ପ୍ରଭାବ
ଗୁରୁଙ୍କ ବୃଷଭ ରୁ ସିଂହ କୁ ପ୍ରବେଶ। ଏହା ଦ୍ୱାରା ସମସ୍ତ ୧୨ ରାଶି ଉପରେ ବଡ ପରିବର୍ତ୍ତନ ଆସିବ।
ଶୁଭ ଫଳ ରହିବ:
ମେଷ, କର୍କଟ, ସିଂହ, ତୁଳା, ଧନୁ, କୁମ୍ଭ
ସତର୍କ / ପ୍ରତିକୂଳ ଫଳ ରହିବ:
ବୃଷ, ମିଥୁନ, କନ୍ୟା, ବିଛା, ମକର, ମୀନ
ପ୍ରତିକାର: ପ୍ରତି ଗୁରୁବାର ଭଗବାନ ବିଷ୍ଣୁ କିମ୍ବା ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରନ୍ତୁ।
Disclaimer: ଏହା ଏକ ସାଧାରଣ ଗଣନା। ବ୍ୟକ୍ତିଗତ କୁଣ୍ଡଳୀ ଉପରେ ନିର୍ଭର କରେ।
Prasanna Nana
Comments
Post a Comment