କର୍ତ୍ତବ୍ୟରେ ଅବହେଳା: ଗଣିଆଁ ରାଜସ୍ୱ ନିରୀକ୍ଷକ ନିଲମ୍ବିତ | RI Smita Mahapatra Suspended | PN Fast News

କର୍ତ୍ତବ୍ୟରେ ଅବହେଳା: ଗଣିଆଁ ରାଜସ୍ୱ ନିରୀକ୍ଷକ ନିଲମ୍ବିତ

ଭଦ୍ରକ: ସରକାରୀ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରା ନିଲମ୍ବିତ ହେଲେ ଗଣିଆଁ ରାଜସ୍ୱ ନିରୀକ୍ଷକ ସ୍ମିତା ମହାପାତ୍ର।

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ସରକାରୀ କାର୍ଯ୍ୟରେ ଅବହେଳା ଏବଂ ଦାୟିତ୍ୱରେ ଅବହେଳା ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।

ଏହି ଘଟଣା ପରେ ଜିଲ୍ଲାର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ସରକାରୀ କାର୍ଯ୍ୟରେ ଅବହେଳା କଲେ କୌଣସି କ୍ଷମା ମିଳିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଡ଼ା ବାର୍ତ୍ତା ଦିଆଯାଇଛି।

PN Fast News | Bhadrak News

Comments

Popular posts from this blog

Jai Maa Bhadrakali: Goddess Appears in Singha Bahini Besha on 4th Day of Kali Puja in Bhadrak

ମୁଖ୍ୟମନ୍ତ୍ରୀ ଙ୍କ କଡ଼ା କାର୍ଯ୍ୟନୁଷ୍ଠାନ, ଯାଜପୁର ପଳିଟିସିକଲ୍ କଲେଜ ରେ ୩ ଜଣ ଅଧ୍ୟାପକ ନିଲମ୍ବିତ ।Mohan Majhi Action

Maa Bhadrakali Jagaddhatri Besha Darshan | Maha Yajna 5th Day | Bhadrak | PN Fast News