ସତର୍କ ହୋଇଗଲା ଓଡ଼ିଶା! ବଙ୍ଗୋପସାଗରରେ ଗଭୀର ଅବପାତ - ଆସୁଛି ବାତ୍ୟା? | Weather Alert Odisha
ଭୁବନେଶ୍ୱର: ଓଡ଼ିଶାକୁ ମାଡି ଆସୁଛି ବଡ଼ ବିପଦ!
ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ରୂପ ନେଇସାରିଛି ଅବପାତ। ଏହା ଆନ୍ଧ୍ର ପ୍ରଦେଶର ମଛଲିପଟନମ୍ ଠାରୁ ପୂର୍ବ ଦିଗରେ ପ୍ରାୟ ହଜାରେ କିଲୋମିଟର ଦୂରରେ ରହିଛି।
ଧୀରେ ଧୀରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ।
ସୂଚନା ଅନୁସାରେ:
▪️ ଆସନ୍ତାକାଲି ସକାଳ ସୁଦ୍ଧା ଏହା ଏକ ସାଇକ୍ଲୋନିକ୍ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟା ହେବ।
▪️ ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ହେବା ସମ୍ଭାବନା।
▪️ ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି।
ଓଡ଼ିଶାବାସୀ ସତର୍କ ରୁହନ୍ତୁ। ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ।
Source: IMD
#OdishaWeather #CycloneAlert #BengalBay #WeatherAlert #PNFASTNEWS #OdishaNews #IMDAlert
#CycloneUpdate

Comments
Post a Comment