Cyclone Arnav Bhubaneswar News: ଆନ୍ଧ୍ରମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ, ଅନ୍ଧାର ହୋଇଗଲା ଭୁବନେଶ୍ୱର - ଓଡ଼ିଶାରେ ପ୍ରବଳ ବର୍ଷା
ଭୁବନେଶ୍ୱର: ଆନ୍ଧ୍ରମୁହାଁ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' (Cyclone Arnab) ର ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ରାଜଧାନୀ ଭୁବନେଶ୍ୱରରେ ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ସକାଳ ପ୍ରାୟ ୯ଟାରୁ ଆକାଶ ମେଘାଚ୍ଛନ୍ନ ହୋଇ ଅନ୍ଧକାରମୟ ହୋଇପଡିଛି। ବେଳେ ୪୍୧୬ରୁ ୪୍୧୬ରେ ପବନର ବେଗ ମଧ୍ୟ ବଢୁଥିବା ଦେଖିବାକୁ ମିଳିଛି।
IMD ସୂଚନା ଅନୁସାରେ ବାତ୍ୟା ଆନ୍ଧ୍ର ଉପକୂଳରେ Landfall କରିବା ସମୟରେ ପବନର ବେଗ 115-125 kmph ଯାଏଁ ରହିବ। ଓଡ଼ିଶାର ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରିରେ Red Alert ଜାରି ହୋଇଛି।
ଏହାର ପ୍ରଭାବରେ ୪ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, 8ଟି ଟ୍ରେନ୍ ବାତିଲ ହୋଇଛି। ଭୁବନେଶ୍ୱର ବିମାନ ବନ୍ଦର ଅଞ୍ଚଳରେ ଘନ କଳା ମେଘ ଦେଖିବାକୁ ମିଳିଛି।

Comments
Post a Comment