Rahul Gandhi Acquitted in Defamation Case: Sultanpur Court Acquits Congress Leader in 2018 Amit Shah Remarks Case


 ମାନହାନୀ ମାମଲାରେ ରାହୁଲ ଗାନ୍ଧି ନିର୍ଦ୍ଦୋଷ, ପ୍ରମାଣ ଅଭାବରୁ ଦୋଷମୁକ୍ତ କଲେ କୋର୍ଟ


Sultanpur, UP: ସୋମବାର ସୁଲତାନପୁର ସ୍ପେଶାଲ MP/MLA କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ମାନହାନୀ ମାମଲାରେ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।


ମାମଲାର ପୃଷ୍ଠଭୂମି:

2018 ମସିହାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବେଙ୍ଗାଲୁରୁରେ ରାହୁଲ ଗାନ୍ଧୀ ତତ୍କାଳୀନ BJP ଅଧ୍ୟକ୍ଷ ଅମିତ ଶାହାଙ୍କୁ 'ହତ୍ୟା ମାମଲାର ଅଭିଯୁକ୍ତ' କହିଥିଲେ। ଏହାକୁ ନେଇ BJP ର ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷ ବିଜୟ ମିଶ୍ର ମାମଲା ଦାୟର କରିଥିଲେ।


କୋର୍ଟଙ୍କ ରାୟ:

- CD ର ସତ୍ୟତା ଅଛି ବୋଲି କୋର୍ଟ ମାନିଲେ

- କିନ୍ତୁ ଅଭିଯୋଗକାରୀ Aggrieved Person ନୁହନ୍ତି

- ମନ୍ତବ୍ୟ ମାନହାନୀକର ନୁହେଁ


ରାହୁଲ ଗାନ୍ଧୀ ନିଜେ କୋର୍ଟରେ ଉପସ୍ଥିତ ରହି ରାୟ ଶୁଣିଥିଲେ। ବାହାରେ କଂଗ୍ରେସ କର୍ମୀ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି।


Source: Reuters, Indian Express (26 Oct 2026)


Disclaimer: This news is based on national media reports.


Read more at PN Fast News - pnfastnews.blogspot.com

Comments

Popular posts from this blog

Jai Maa Bhadrakali: Goddess Appears in Singha Bahini Besha on 4th Day of Kali Puja in Bhadrak

ମୁଖ୍ୟମନ୍ତ୍ରୀ ଙ୍କ କଡ଼ା କାର୍ଯ୍ୟନୁଷ୍ଠାନ, ଯାଜପୁର ପଳିଟିସିକଲ୍ କଲେଜ ରେ ୩ ଜଣ ଅଧ୍ୟାପକ ନିଲମ୍ବିତ ।Mohan Majhi Action

Maa Bhadrakali Jagaddhatri Besha Darshan | Maha Yajna 5th Day | Bhadrak | PN Fast News