ଗଞ୍ଜାମରେ ୨୨ ଗାଁ ଜଳବନ୍ଦୀ! ବାତ୍ୟା ପ୍ରକୋପରେ ଭୟାବହ ବନ୍ୟା, ହଜାର ହଜାର ଲୋକ ପ୍ରଭାବିତ | Ganjam Flood News | PN Fast News

ଗଞ୍ଜାମରେ ୨୨ ଗାଁ ଜଳବନ୍ଦୀ - ବାତ୍ୟା ପ୍ରକୋପରେ ଓଡ଼ିଶା

ଆନ୍ଧ୍ରର ଲଘୁଚାପର ୪୦ ଘଣ୍ଟା ପରେ ବି ବର୍ଷିଣ ଓଡ଼ିଶା ଭୋଗୁଛି ବାତ୍ୟା ପ୍ରକୋପ।

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ପରେ ଭୟାବହ ବନ୍ୟା ପରିସ୍ଥିତି। ଋଷିକୂଲ୍ୟା, ମହେନ୍ଦ୍ରତନୟା ଓ ଏହାର ଶାଖା ନଦୀର ସ୍ଥିତି ଭୟଙ୍କର।

ହଜାର ହଜାର ଲୋକ ଜଳବନ୍ଦୀ ଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସହ ନିୟୋଜିତ ହୋଇଛି କୋଷ୍ଟଗାର୍ଡ ହେଲିକପ୍ଟର।

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

Odisha Flood News, Ganjam News, Gajapati Flood, Rushikulya River Flood | PN Fast News | Prasanna Nana

Comments

Popular posts from this blog

Jai Maa Bhadrakali: Goddess Appears in Singha Bahini Besha on 4th Day of Kali Puja in Bhadrak

ମୁଖ୍ୟମନ୍ତ୍ରୀ ଙ୍କ କଡ଼ା କାର୍ଯ୍ୟନୁଷ୍ଠାନ, ଯାଜପୁର ପଳିଟିସିକଲ୍ କଲେଜ ରେ ୩ ଜଣ ଅଧ୍ୟାପକ ନିଲମ୍ବିତ ।Mohan Majhi Action

Maa Bhadrakali Jagaddhatri Besha Darshan | Maha Yajna 5th Day | Bhadrak | PN Fast News