ନମସ୍କାର ବନ୍ଧୁଗଣ ଦେଖନ୍ତୁ Fake Honey କେମିତି ତିଆରି ହେଉଛି! | ନକଲି ମହୁରୁ ସାବଧାନ | PN Fast News
ନମସ୍କାର ବନ୍ଧୁଗଣ ଦେଖନ୍ତୁ Fake Honey କେମିତି ତିଆରି ହେଉଛି!
ଆଜିକାଲି ବଜାରରେ ଅସଲି ମହୁ ନାଁରେ ବିକ୍ରି ହେଉଛି ନକଲି ମହୁ। ଚିନି ସିରା ଓ କେମିକାଲ ମିଶାଇ କେମିତି ନକଲି ମହୁ ପ୍ରସ୍ତୁତ କରାଯାଉଛି ଏହି ଭିଡିଓରେ ଦେଖନ୍ତୁ।
ପୁରା ଭିଡିଓ YouTube ରେ ଦେଖନ୍ତୁ:
👉 Video Link: https://youtube.com/shorts/ecVSEEh4cO0?si=4KU4hGVhsLUq1E2j
ଏହି ନକଲି ମହୁ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ। ମହୁ କିଣିବା ସମୟରେ ସାବଧାନ ରୁହନ୍ତୁ।
ଭିଡିଓ ଭଲ ଲାଗିଲେ Like, Share ଓ Subscribe କରନ୍ତୁ।
Keywords: Fake Honey, Nakali Mahu, Odisha Fake Honey, PN Fast News, Prasanna Nana
Comments
Post a Comment