ପ୍ରଥମ କାର୍ତ୍ତିକ ସୋମବାର 2025: ପବିତ୍ର ସୋମବାରର ମହତ୍ତ୍ଵ ଓ ଶୁଭେଚ୍ଛା | Prasanna Nana

ପ୍ରଥମ କାର୍ତ୍ତିକ ସୋମବାରର ପବିତ୍ର ଅବସରରେ ଆପଣ ଓ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା!*

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏହି ପବିତ୍ର ଦିନରେ ଭକ୍ତମାନେ ଭୋଳାନାଥଙ୍କୁ ଦର୍ଶନ କରି ନିଜ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥାନ୍ତି। ଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, କପିଳାସ ସମେତ ରାଜ୍ୟର ସମସ୍ତ ଶୈବ ପୀଠରେ ଆଜି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

କାର୍ତ୍ତିକ ସୋମବାରର ମହତ୍ତ୍ଵ:
କାର୍ତ୍ତିକ ମାସ ଭଗବାନ ଶିବଙ୍କ ଅତି ପ୍ରିୟ। ଏହି ମାସରେ ସୋମବାର ବ୍ରତ କଲେ ସମସ୍ତ ଦୁଃଖ ଦୂର ହୁଏ ବୋଲି ବିଶ୍ୱାସ।

PN Fast News (Prasanna Nana) ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା।

ଆପଣ ଆଜି ପ୍ରଥମ ସୋମବାରରେ କେଉଁ ମନ୍ଦିରରେ ପୂଜା କରିଲେ? କମେଣ୍ଟରେ ଜଣାନ୍ତୁ?

#PNFastNews #KartikSomabara #HarHarMahadev #LingarajTemple #PrasannaNana

Comments

Popular posts from this blog

Jai Maa Bhadrakali: Goddess Appears in Singha Bahini Besha on 4th Day of Kali Puja in Bhadrak

ମୁଖ୍ୟମନ୍ତ୍ରୀ ଙ୍କ କଡ଼ା କାର୍ଯ୍ୟନୁଷ୍ଠାନ, ଯାଜପୁର ପଳିଟିସିକଲ୍ କଲେଜ ରେ ୩ ଜଣ ଅଧ୍ୟାପକ ନିଲମ୍ବିତ ।Mohan Majhi Action

Maa Bhadrakali Jagaddhatri Besha Darshan | Maha Yajna 5th Day | Bhadrak | PN Fast News