ଆଜିର ରାଶିଫଳ ୨ ନଭେମ୍ବର ୨୦୨୬ ସୋମବାର | Ajira Rashifala | PN Fast News
ଆଜିର ରାଶିଫଳ: ୨ ନଭେମ୍ବର ୨୦୨୬, ସୋମବାର | କାର୍ତ୍ତିକ ଶୁକ୍ଳ ସପ୍ତମୀ/ଅଷ୍ଟମୀ | ରୋହିଣୀ ନକ୍ଷତ୍ର
ଜୟ ଜଗନ୍ନାଥ! PN Fast News (Prasanna Nana) ତରଫରୁ ଆପଣ ସମସ୍ତଙ୍କୁ ଆଜିର ରାଶିଫଳରେ ସ୍ୱାଗତ। ଆସନ୍ତୁ ଜାଣିବା ଆଜି ଆପଣଙ୍କ ଭାଗ୍ୟରେ କଣ ଅଛି।
୧. ମେଷ [Aries]: ଆଜି ସନ୍ତାନ ସୁଖ ମିଳିବ, ରୋଜଗାର ବଢିବ, ଯାତ୍ରା ଶୁଭ।
୨. ବୃଷ [Taurus]: ଆଜି ଲାଭ ବଢିବ, ମିଷ୍ଟାନ୍ନ ପ୍ରାପ୍ତି ହେବ।
୩. ମିଥୁନ [Gemini]: ସ୍ୱାସ୍ଥ୍ୟରେ ଉନ୍ନତି, କାର୍ଯ୍ୟ ସିଦ୍ଧି ହେବ।
୪. କର୍କଟ [Cancer]: ଧନ ଲାଭ ହେବ, ଗୁରୁଜନଙ୍କ ଆଶୀର୍ବାଦ ମିଳିବ।
୫. ସିଂହ [Leo]: ଶୁଭ ଖବର ମିଳିବ, ମାନ ସମ୍ମାନ ବଢିବ।
୬. କନ୍ୟା [Virgo]: କର୍ମକ୍ଷେତ୍ରରେ ସଫଳତା ମିଳିବ।
୭. ତୁଳା [Libra]: କୋର୍ଟ କଚେରୀ ମାମଲାରେ ବିଜୟ ମିଳିବ।
୮. ବିଛା [Scorpio]: ସ୍ୱାସ୍ଥ୍ୟରେ ସୁଧାର ଆସିବ।
୯. ଧନୁ [Sagittarius]: ଯାତ୍ରା ଶୁଭ, ଧନ ଲାଭ ହେବ।
୧୦. ମକର [Capricorn]: ସନ୍ତାନ ସୁଖ ମିଳିବ, ମନ ପ୍ରସନ୍ନ ରହିବ।
୧୧. କୁମ୍ଭ [Aquarius]: ଶତ୍ରୁ ପରାଜିତ ହେବେ, ଧନ ଲାଭ।
୧୨. ମୀନ [Pisces]: ପରିବାରରେ ଖୁସି ବଢିବ।
_ବିଶେଷ ସୂଚନା: ଏହା ଏକ ସାଧାରଣ ଆକଳନ। ନିର୍ଦ୍ଦିଷ୍ଟ ଭାବର ଅନୁଯାୟୀ ଫଳ ଭିନ୍ନ ହୋଇପାରେ।_
ଆପଣଙ୍କ ରାଶି କଣ? ଆଜି ଆପଣଙ୍କ ଦିନ କେମିତି କଟିଲା କମେଣ୍ଟରେ ଜଣାନ୍ତୁ?
#PNFastNews #AjiraRashifala #Rashifala #DailyHoroscope #PrasannaNana
Comments
Post a Comment