Top Headlines Today 2 November 2026 | PN Fast News Morning Edition | National Business Sports News

PN FAST NEWS MORNING EDITION | 02 November 2026 (Monday) | TOP HEADLINES - INDIA & WORLD*

*ଜୟ ଜଗନ୍ନାଥ! PN Fast News Network (Prasanna Nana) ର Morning Edition ରେ ସ୍ୱାଗତ। ଆଜିର ବଡ ଖବର ଜାଣନ୍ତୁ।*

1. NATIONAL & POLITICAL:

a) INDIA BLOC Rally at Ramlila Maidan: ରାମଲୀଳା ମୈଦାନରେ INDIA ମେଣ୍ଟର ବିଶାଳ ରାଲି। ନିର୍ବାଚନ ଆୟୋଗ ଉପରେ ଟାର୍ଗେଟ, ରାହୁଲ ଗାନ୍ଧୀଙ୍କ ତୀବ୍ର ଆକ୍ରମଣ।

b) Mahadev App Promoter Extradited from Oman:  ମହାଦେବ ଆପ୍ ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କୁ ଓମାନରୁ ଭାରତ ଅଣାଗଲା। CBI ଓ ED ର ବଡ ସଫଳତା।

c) Anantapur School Attack: ଅନନ୍ତପୁର ସ୍କୁଲରେ ଚେନସ ଆକ୍ରମଣ ଅଭିଯୁକ୍ତ ପୋଲିସ ଗୁଳିରେ ଆହତ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ Murasu ସକ୍ରିୟ, ଉପକୂଳରେ ପ୍ରବଳ ବର୍ଷା ଆଶଙ୍କା।

d) Delhi Air Turns 'Poor': ଦିଲ୍ଲୀର ବାୟୁ ଗୁଣବତ୍ତା 'ଖରାପ' ସ୍ତରକୁ ଖସିଲା, ପୁରୁଣା ଗାଡି ଉପରେ କଟକଣା ଲାଗୁ।

2. BUSINESS & ECONOMY:

a) ₹2.3 L CR Record October GST: ଅକ୍ଟୋବରରେ ରେକର୍ଡ ₹୨.୩ ଲକ୍ଷ କୋଟି GST ଆଦାୟ, ପର୍ବ ଋତୁରେ ୨୩% ବୃଦ୍ଧି।

b) 5 Lakh+ Cars Sold: ଗୋଟିଏ ମାସରେ ୫ ଲକ୍ଷରୁ ଅଧିକ କାର ବିକ୍ରି, ଇତିହାସରେ ପ୍ରଥମ ଥର।

c) +₹10 Commercial LPG Hike:  ବାଣିଜ୍ୟିକ LPG ସିଲିଣ୍ଡର ₹୧୦ ବଢିଲା, ATF ଦର ମଧ୍ୟ ବୃଦ୍ଧି।

3. INTERNATIONAL & SPORTS:

a) Florida Jet Crash: ଫ୍ଲୋରିଡାରେ ବିଜନେସ ଜେଟ୍ ଦୁର୍ଘଟଣା, ୯ ଜଣଙ୍କ ମୃତ୍ୟୁ।

b) Antonelli Youngest Ever F1 Champion:  ୨୦ ବର୍ଷରେ Kimi Antonelli ସବୁଠୁ କମ ବୟସ୍କ F1 ଚାମ୍ପିୟନ ହୋଇ ଇତିହାସ ରଚିଲେ, ମେକ୍ସିକୋ GP ରେ ବିଜୟ।

c) Gambhir Backs Selection Calls: ଗୌତମ ଗମ୍ଭୀର ଚୟନକୁ ସମର୍ଥନ କଲେ, ନ୍ୟୁଜିଲାଣ୍ଡ ବିପକ୍ଷ T20 ସିରିଜ ପୂର୍ବରୁ ବଡ ବୟାନ। ହାର୍ଦ୍ଦିକ ପାଣ୍ଡ୍ୟା ହୋମ ରନ ଚ୍ୟାଲେଞ୍ଜରେ ₹୫୦,୦୦୦ ଜିତିଲେ।

ଆପଣଙ୍କ ମତରେ ଆଜିର ସବୁଠୁ ବଡ ଖବର କଣ? କମେଣ୍ଟରେ ଜଣାନ୍ତୁ?
#PNFastNews #TopHeadlines #MorningEdition #BreakingNews #PrasannaNana

Comments

Popular posts from this blog

Jai Maa Bhadrakali: Goddess Appears in Singha Bahini Besha on 4th Day of Kali Puja in Bhadrak

ମୁଖ୍ୟମନ୍ତ୍ରୀ ଙ୍କ କଡ଼ା କାର୍ଯ୍ୟନୁଷ୍ଠାନ, ଯାଜପୁର ପଳିଟିସିକଲ୍ କଲେଜ ରେ ୩ ଜଣ ଅଧ୍ୟାପକ ନିଲମ୍ବିତ ।Mohan Majhi Action

Maa Bhadrakali Jagaddhatri Besha Darshan | Maha Yajna 5th Day | Bhadrak | PN Fast News